ଭାରତର-କପାକ୍ଷେତରେ-ଝଡ଼-ଉଠୁଛି

Wardha, Maharashtra

Aug 23, 2018

ଭାରତର କପାକ୍ଷେତରେ ଝଡ଼ ଉଠୁଛି

ଭାରତର କପାକ୍ଷେତର ୯୦ ପ୍ରତିଶତ ଅଂଶକୁ ବିଟି-କପା ଅକ୍ତିଆର କରିଛି ଏବଂ ଏହି ଜିନ୍ ପରିବର୍ତ୍ତିତ (ଜେନେଟିକାଲି ମୋଡିଫାଏଡ୍) ବା ଜିଏମ୍ ପ୍ରଜାତି ଯେଉଁ କୀଟମାନଙ୍କ ପ୍ରତିରୋଧ କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଥିଲା, ସେମାନେ ଫେରୁଛନ୍ତି। ବର୍ତ୍ତମାନ ଏହି କୀଟନାଶକ ପ୍ରତିରୋଧୀ କୀଟ ଫସଲ ଏବଂ ଚାଷୀ ଉଭୟଙ୍କୁ ନଷ୍ଟ କରୁଛନ୍ତି।

Want to republish this article? Please write to zahra@ruralindiaonline.org with a cc to namita@ruralindiaonline.org

Author

Jaideep Hardikar

ଜୟଦୀପ ହାର୍ଦିକର୍‌ ନାଗପୁରର ଜଣେ ସାମ୍ବାଦିକ ଏବଂ ଲେଖକ, ଏବଂ PARIର ଜଣେ କୋର୍‌ ଟିମ୍‌ ସଦସ୍ୟ

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।