ଗୋଟିଏ-ସୁତାରେ-ଓହଳିଛି-ଜୀବନ-ଓ-ଭାଷା

Lucknow, Uttar Pradesh

Feb 20, 2023

ଗୋଟିଏ ସୁତାରେ ଓହଳିଛି ଜୀବନ ଓ ଭାଷା

ବିଚ୍ଛିନ୍ନତା ଏବଂ ଅସୂୟାର ଏହି ସମୟରେ ଜଣେ କବି ପ୍ରେମ ଏବଂ ସ୍ୱାଧୀନତାର ଭାଷା ଖୋଜୁଛନ୍ତି । ଏବଂ ସେ କେଉଁଠି ପହଞ୍ଚିଛନ୍ତି, ସେ ପହଞ୍ଚିଛନ୍ତି ନୀରବ କରାଇ ଦିଆଯାଇଥିବା ଇତିହାସରୁ ଉଠୁଥିବା ମାତୃଭାଷାଗୁଡ଼ିକର ବୁଢ଼ିଆଣି ଜାଲରେ

Want to republish this article? Please write to [email protected] with a cc to [email protected]

Poem

Sabika Abbas

ସାବିକା ହେଉଛନ୍ତି ଜଣେ କବି, ସଂଯୋଜିକା ଏବଂ କାହାଣୀକାର । ସେ ଏସ୍‌ଏଏଜି ଆନ୍ଥୋଲୋଜିରେ ଜଣେ ବରିଷ୍ଠ ସମ୍ପାଦିକା ଏବଂ ଫିଅର୍‌ଲେସ୍‌ କଲେକ୍ଟିଭ୍‌ ସହ ଆନ୍ଦୋଳନ ଏବଂ ସାମୁହିକ କାର୍ଯ୍ୟର ନେତୃତ୍ୱ ନିଅନ୍ତି।

Editor

Pratishtha Pandya

ପ୍ରତିଷ୍ଠା ପାଣ୍ଡ୍ୟା ‘ପରୀ’ର ଜଣେ ବରିଷ୍ଠ ସଂପାଦକ ଏବଂ ସେ ‘ପରୀ’ର ସୃଜନଶୀଳ ଲେଖା ବିଭାଗର ମୁଖ୍ୟ । ସେ ମଧ୍ୟ ‘ପରୀଭାଷା’ ଟିମ୍‌ର ଜଣେ ସଦସ୍ୟ ଏବଂ ଗୁଜରାଟୀ ଲେଖାର ଅନୁବାଦ ଓ ସଂପାଦନା କରନ୍ତି । ତାଙ୍କର ଗୁଜରାଟୀ ଏବଂ ଇଂରାଜୀ ଭାଷାରେ ଅନେକ କବିତା ପ୍ରକାଶ ପାଇଛି।

Painting

Labani Jangi

ଲାବଣୀ ଜାଙ୍ଗୀ ପଶ୍ଚିମବଙ୍ଗ ନଦିଆ ଜିଲ୍ଲାର ସ୍ୱ-ପ୍ରଶିକ୍ଷିତ ଚିତ୍ରକର। ସେ ଟି.ଏମ. କ୍ରିଷ୍ଣା-ପରୀ ପୁରସ୍କାର ୨୦୨୫ର ପ୍ରଥମ ବିଜେତା ଏବଂ ୨୦୨୦ର ଜଣେ ପରୀ ଫେଲୋ। କୋଲକାତାସ୍ଥିତ ସେଣ୍ଟର ଫର୍‌ ଷ୍ଟଡିଜ୍‌ ଇନ୍‌ ସୋସିଆଲ୍‌ ସାଇନ୍ସେସ୍‌ଠାରେ ଜଣେ ପିଏଚଡି ଗବେଷିକା ଭାବେ ଲାବଣୀ ଶ୍ରମିକ ବିସ୍ଥାପନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।