ଆମ-ଜୀବନରେ-ଏକମାତ୍ର-ସ୍ଥିର-ହେଉଛି-ଅନିଶ୍ଚିତତା

Wardha, Maharashtra

Feb 10, 2023

‘ଆମ ଜୀବନରେ ଏକମାତ୍ର ସ୍ଥିର ହେଉଛି ଅନିଶ୍ଚିତତା’

ମାସ୍ରୁଭାଇ ରବାରୀ ମେଷପାଳକ ଯିଏକି ତାଙ୍କର ପଶୁମାନଙ୍କୁ ସାଙ୍ଗରେ ଧରି ପଶ୍ଚିମ ଓ କେନ୍ଦ୍ର ଭାରତବ୍ୟାପୀ ଭ୍ରମଣ କରିଥାଆନ୍ତି। ମହାରାଷ୍ଟ୍ରର ବିଦର୍ଭରେ ଖୋଲା ଆକାଶ ତଳେ ସେମାନଙ୍କ ଶିବିରରେ ତାଙ୍କ ସାଥୀମାନଙ୍କ ସହିତ ଏକ ସଞ୍ଜରେ

Want to republish this article? Please write to [email protected] with a cc to [email protected]

Author

Jaideep Hardikar

ଜୟଦୀପ ହାର୍ଦିକର ନାଗପୁରର ଜଣେ ସାମ୍ବାଦିକ ଓ ଲେଖକ, ଏବଂ ‘ପରୀ’ର କୋର୍ ଟିମ୍ ସଦସ୍ୟ ।

Editor

Pratishtha Pandya

ପ୍ରତିଷ୍ଠା ପାଣ୍ଡ୍ୟା ‘ପରୀ’ର ଜଣେ ବରିଷ୍ଠ ସଂପାଦକ ଏବଂ ସେ ‘ପରୀ’ର ସୃଜନଶୀଳ ଲେଖା ବିଭାଗର ମୁଖ୍ୟ । ସେ ମଧ୍ୟ ‘ପରୀଭାଷା’ ଟିମ୍‌ର ଜଣେ ସଦସ୍ୟ ଏବଂ ଗୁଜରାଟୀ ଲେଖାର ଅନୁବାଦ ଓ ସଂପାଦନା କରନ୍ତି । ତାଙ୍କର ଗୁଜରାଟୀ ଏବଂ ଇଂରାଜୀ ଭାଷାରେ ଅନେକ କବିତା ପ୍ରକାଶ ପାଇଛି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।