walnut-rates-keep-dropping-or

Srinagar, Jammu and Kashmir

May 20, 2025

'ଆଖରୋଟ ଦାମ୍‌ କମି ଚାଲିଛି'

କାଶ୍ମୀରରେ ଶସ୍ତା ଆମଦାନୀ ଓ ବଦଳୁଥିବା ପାଣିପାଗ ଆଖରୋଟ ବ୍ୟବସାୟକୁ ଆକ୍ରାନ୍ତ କରୁଛି – ବାର୍ଷିକ ଆୟକୁ କମେଇ ଦେଉଛି

Want to republish this article? Please write to [email protected] with a cc to [email protected]

Author

Suhail Bhat

ସୁହେଲ ଭଟ୍ଟ ହେଉଛନ୍ତି ନୂଆଦିଲ୍ଲୀରେ ରହୁଥିବା କାଶ୍ମୀରର ଜଣେ ମଲ୍ଟିମିଡ଼ିଆ ସାମ୍ବାଦିକ। ସେ ମୁଖ୍ୟତଃ ତୃତୀୟ ଲିଙ୍ଗ ଅଧିକାର, ମହିଳା ସମସ୍ୟା, ପରିବେଶ ସଙ୍କଟ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ସମ୍ମୁଖୀନ ହେଉଥିବା ଆହ୍ୱାନ ବିଷୟରେ କାହାଣୀ ଲେଖିଥା’ନ୍ତି।

Editor

Sarbajaya Bhattacharya

ସର୍ବଜୟା ଭଟ୍ଟାଚାର୍ଯ୍ୟ ପରୀର ଜଣେ ବରିଷ୍ଠ ସମ୍ପାଦିକା। ସେ ପରୀ ଏଜୁକେସନର ଅଂଶବିଶେଷ ଭାବେ ପ୍ରଶିକ୍ଷାର୍ଥୀ ଓ ଛାତ୍ରଛାତ୍ରୀଙ୍କ ସହ ନିବିଡ଼ ଭାବେ କାର୍ଯ୍ୟ କରିଥା’ନ୍ତି। ସର୍ବଜୟା ଜଣେ ଅଭିଜ୍ଞ ବଙ୍ଗଳା ଅନୁବାଦିକା। ସେ କୋଲକାତାରେ ରୁହନ୍ତି ଏବଂ ସହରର ଇତିହାସ ଏବଂ ଭ୍ରମଣ ସାହିତ୍ୟ କ୍ଷେତ୍ରରେ ତାଙ୍କର ରୁଚି ରହିଛି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।