ଲୁପ୍ତ-ହେଉଥିବା---ମଣିରାମଙ୍କର-ବଂଶୀ-ଓର୍ଚ୍ଚାର-ଜଙ୍ଗଲ

Narayanpur, Chhattisgarh

Mar 30, 2021

ଲୁପ୍ତ ହେଉଥିବା - ମଣିରାମଙ୍କର ବଂଶୀ, ଓର୍ଚ୍ଚାର ଜଙ୍ଗଲ

ଛତିଶଗଡ଼ ନାରାୟଣପୁର ଜିଲ୍ଲାର, ଗଣ୍ଡ ଆଦିବାସୀ ସମ୍ପ୍ରଦାୟର ବଂଶୀ ନିର୍ମାତା ମଣିରାମ ମାଣ୍ଡୱି ସ୍ମରଣ କରନ୍ତି, ଏକ ସମୟ ଥିଲା, ଯେତେବେଳେ ତାଙ୍କ ସ୍ୱାକ୍ଷରିତ "ଝୁଲନ୍ତା ବଂଶୀ" ପାଇଁ ଜଙ୍ଗଲସବୁ ପଶୁ, ଗଛ ଏବଂ ବାଉଁଶରେ ପରିପୂର୍ଣ୍ଣ ଥିଲା ।

Translator

OdishaLIVE

Want to republish this article? Please write to zahra@ruralindiaonline.org with a cc to namita@ruralindiaonline.org

Author

Priti David

ପ୍ରୀତି ଡେଭିଡ୍‌ ପରୀର କାର୍ଯ୍ୟନିର୍ବାହୀ ସମ୍ପାଦିକା। ସେ ଜଣେ ସାମ୍ବାଦିକା ଓ ଶିକ୍ଷୟିତ୍ରୀ, ସେ ପରୀର ଶିକ୍ଷା ବିଭାଗର ମୁଖ୍ୟ ଅଛନ୍ତି ଏବଂ ଗ୍ରାମୀଣ ପ୍ରସଙ୍ଗଗୁଡ଼ିକୁ ପାଠ୍ୟକ୍ରମ ଓ ଶ୍ରେଣୀଗୃହକୁ ଆଣିବା ଲାଗି ସ୍କୁଲ ଓ କଲେଜ ସହିତ କାର୍ଯ୍ୟ କରିଥାନ୍ତି ତଥା ଆମ ସମୟର ପ୍ରସଙ୍ଗଗୁଡ଼ିକର ଦସ୍ତାବିଜ ପ୍ରସ୍ତୁତ କରିବା ଲାଗି ଯୁବପିଢ଼ିଙ୍କ ସହ ମିଶି କାମ କରୁଛନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।