କୁରୁବା-ମେଣ୍ଢାପାଳକମାନେ-ସେମାନଙ୍କ-ସୁରକ୍ଷା-କବଚ-ହରାଇଛନ୍ତି

Belgaum, Karnataka

Jan 07, 2020

କୁରୁବା ମେଣ୍ଢାପାଳକମାନେ ସେମାନଙ୍କ ସୁରକ୍ଷା କବଚ ହରାଇଛନ୍ତି

ବହୁ ବର୍ଷ ଧରି କର୍ଣ୍ଣାଟକର ପଶୁପାଳକ ଗୋଷ୍ଠୀର କୁରୁବାମାନେ ସେମାନଙ୍କ ଟାଣୁଆ ଡେକାନି ମେଣ୍ଢା ପଲକୁ ଚରାଇବା ପାଇଁ ମାସ ମାସ ଧରି ଯାତ୍ରା କରିଆସୁଛନ୍ତି। କିନ୍ତୁ ସେମାନଙ୍କ ପଶୁମାନଙ୍କଠାରୁ ମିଳୁଥିବା ଖତ ଓ ଉଲ୍‌ର ଚାହିଦା କ୍ରମଶଃ ହ୍ରାସ ପାଉଥିବାରୁ, ସେମାନଙ୍କ ମଧ୍ୟରୁ ଅନେକ ରୋଜଗାରର ଅନ୍ୟ ପନ୍ଥାର ସନ୍ଧାନ କରୁଛନ୍ତି

Translator

OdishaLIVE

Want to republish this article? Please write to zahra@ruralindiaonline.org with a cc to namita@ruralindiaonline.org

Author

Prabir Mitra

ପ୍ରବୀର ମିତ୍ରା ହେଉଛନ୍ତି ଜଣେ ଜେନେରାଲ୍‌ ଫିଜିସିଆନ୍‌ ଓ ସେ ଦ ରୟାଲ୍‌ କଲେଜ୍‌ ଅଫ୍‌ ଫିଜିସିଆନ୍‌, ଲଣ୍ଡନ, ୟୁକେରେ ଫେଲୋ ଅଛନ୍ତି । ସେ ମଧ୍ୟ ରୟାଲ୍‌ ଫଟୋଗ୍ରାଫିକ୍‌ ସୋସାଇଟିର ସଦସ୍ୟ ଓ ଡକ୍ୟୁମେଣ୍ଟାରୀ ଫଟୋଗ୍ରାଫର ଯାହାର ଗ୍ରାମୀଣ ଭାରତର ସାଂସ୍କୃତିକ ଐତିହ୍ୟରେ ରୁଚି ରହିଛି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।