ଏବେ-ଧନିବ୍ୟକ୍ତିଙ୍କ-ପାଲିଙ୍କି-ବୋହିବ-କିଏ

Mumbai, Maharashtra

Jul 14, 2020

ଏବେ ଧନିବ୍ୟକ୍ତିଙ୍କ ପାଲିଙ୍କି ବୋହିବ କିଏ?

ଅନେକ ରାଜ୍ୟ ସରକାର ଶ୍ରମ ଆଇନକୁ ସ୍ଥଗିତ କରିଦେଇଛନ୍ତି ଓ କାର୍ଯ୍ୟ ସମୟ ବୃଦ୍ଧି କରିଛନ୍ତି ଓ ଏହା ଯୋଗୁଁ ପ୍ରବାସୀ ଶ୍ରମିକମାନଙ୍କ ପରିସ୍ଥିତି ଅଧିକ ଶୋଚନୀୟ ହୋଇଯାଇଛି । ଫାଷ୍ଟପୋଷ୍ଟରେ ପ୍ରକାଶିତ ପରୀର ଫାଉଣ୍ଡର ଏଡିଟର ପି.ସାଇନାଥଙ୍କ ସହିତ ଏକ ସାକ୍ଷାତକାର

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Parth M.N.

ପାର୍ଥ ଏମ୍.ଏନ୍. ୨୦୧୭ର ଜଣେ PARI ଫେଲୋ ଏବଂ ବିଭିନ୍ନ ୱେବ୍ସାଇଟ୍ପାଇଁ ଖବର ଦେଉଥିବା ଜଣେ ସ୍ୱାଧୀନ ସାମ୍ବାଦିକ। ସେ କ୍ରିକେଟ୍ ଏବଂ ଭ୍ରମଣକୁ ଭଲ ପାଆନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।