ଉତ୍ତର-ପ୍ରଦେଶରେ-ଋଣ-ଓ-ଦାରିଦ୍ର୍ୟ-ସହ-ସଂଘର୍ଷ-କରୁଛନ୍ତି-କୋଭିଡ-ମୃତକଙ୍କ-ପରିବାର-ସଦସ୍ୟ

Bulandshahr, Uttar Pradesh

Feb 07, 2022

ଉତ୍ତର ପ୍ରଦେଶରେ: ଋଣ ଓ ଦାରିଦ୍ର୍ୟ ସହ ସଂଘର୍ଷ କରୁଛନ୍ତି କୋଭିଡ ମୃତକଙ୍କ ପରିବାର ସଦସ୍ୟ

କୋଭିଡ ୧୯ରେ ସ୍ୱାମୀଙ୍କର ମୃତ୍ୟୁ ଘଟିବାର ଗୋଟିଏ ବର୍ଷ ପରେ ବି, ଅନୀତା ସିଂହଙ୍କୁ ମହାମାରୀର ବୋଝ ମୁଣ୍ଡାଇବାକୁ ପଡ଼ୁଛି। ଉତ୍ତର ପ୍ରଦେଶରେ, ସରକାରୀ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଦେଖାଦେଇଥିବା ସଂକଟ ତାଙ୍କ ଭଳି ଅନେକ ଲୋକଙ୍କୁ ଋଣ ଓ ଦାରିଦ୍ର୍ୟର ଗହ୍ୱର ମଧ୍ୟକୁ ଠେଲି ଦେଇଛି

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Parth M.N.

ପାର୍ଥ ଏମ୍.ଏନ୍. ୨୦୧୭ର ଜଣେ PARI ଫେଲୋ ଏବଂ ବିଭିନ୍ନ ୱେବ୍ସାଇଟ୍ପାଇଁ ଖବର ଦେଉଥିବା ଜଣେ ସ୍ୱାଧୀନ ସାମ୍ବାଦିକ। ସେ କ୍ରିକେଟ୍ ଏବଂ ଭ୍ରମଣକୁ ଭଲ ପାଆନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।