eid-with-the-fakirani-jats-or

Kachchh, Gujarat

Jun 05, 2025

ଫକିରାନୀ ଜାଟ୍‌ମାନଙ୍କ ଗହଣରେ ଇଦ୍‌

ଇଦ୍‌-ଉଲ୍-ଫିତର ପର୍ବ ସମୟରେ କଛ ଅଞ୍ଚଳର ବିଭିନ୍ନ ଗାଁକୁ ଯାତ୍ରା କରି ମରୁଭୂମିରେ ପ୍ରେମ ଓ ଆନନ୍ଦର କେତୋଟି ମୁହୂର୍ତ୍ତ ବିତାଇ ଦିଅନ୍ତି ଜଣେ ସାମ୍ବାଦିକ

Want to republish this article? Please write to [email protected] with a cc to [email protected]

Author

Ritayan Mukherjee

ରୀତାୟନ ମୁଖାର୍ଜୀ କୋଲକାତାରେ ରହୁଥିବା ଜଣେ ଫଟୋଗ୍ରାଫର ଏବଂ ପରୀର ବରିଷ୍ଠ ଫେଲୋ। ସେ ଭାରତର ପ୍ରାଣୀପାଳକ ଓ ଯାଯାବର ସମ୍ପ୍ରଦାୟର ଜୀବନୀ ଉପରେ ଆଧାରିତ ଏକ ଦୀର୍ଘକାଳୀନ ପ୍ରକଳ୍ପ ଉପରେ କାମ କରୁଛନ୍ତି।

Editor

Pratishtha Pandya

ପ୍ରତିଷ୍ଠା ପାଣ୍ଡ୍ୟା ‘ପରୀ’ର ଜଣେ ବରିଷ୍ଠ ସଂପାଦକ ଏବଂ ସେ ‘ପରୀ’ର ସୃଜନଶୀଳ ଲେଖା ବିଭାଗର ମୁଖ୍ୟ । ସେ ମଧ୍ୟ ‘ପରୀଭାଷା’ ଟିମ୍‌ର ଜଣେ ସଦସ୍ୟ ଏବଂ ଗୁଜରାଟୀ ଲେଖାର ଅନୁବାଦ ଓ ସଂପାଦନା କରନ୍ତି । ତାଙ୍କର ଗୁଜରାଟୀ ଏବଂ ଇଂରାଜୀ ଭାଷାରେ ଅନେକ କବିତା ପ୍ରକାଶ ପାଇଛି।

Photo Editor

Binaifer Bharucha

ବିନଇଫର୍ ଭାରୁକା ମୁମ୍ବାଇ ଅଞ୍ଚଳର ଜଣେ ସ୍ୱାଧୀନ ଫଟୋଗ୍ରାଫର, ଏବଂ ପରୀର ଫଟୋ ଏଡିଟର୍

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।