a-kupp-a-buffalo-and-kabaddi-or

Sangrur, Punjab

Nov 18, 2025

ଗୋଟିଏ କୁପ୍ପ, ଗୋଟିଏ ମଇଁଷି ଓ କବାଡ଼ି

ପଞ୍ଜାବରେ ଗୁରମେଲଙ୍କ ପରି ଦଳିତ କାରିଗରମାନେ ଦୁହାଁ ଯାଉଥିବା ଜନ୍ତୁମାନଙ୍କ ନିମନ୍ତେ ଗହମ କାଣ୍ଡ ଗଦାକୁ ମହଜୁଦ ରଖିବା ପାଇଁ କୁପ୍ପ ତିଆରି କରନ୍ତି । କିନ୍ତୁ ଏହି ଗୋଖାଦ୍ୟ ଭଣ୍ଡାରଣ ବାବଦୀୟ ଉପସ୍ଥାପନାରେ ରାଜ୍ୟର କୃଷି ଓ ପଶୁପାଳନ କ୍ଷେତ୍ରରେ ବଦଳୁଥିବା ଚିତ୍ର ସ୍ପଷ୍ଟ ଭାବେ ପରିଦୃଶ୍ୟ ହୁଏ

Want to republish this article? Please write to [email protected] with a cc to [email protected]

Author

Sanskriti Talwar

ସଂସ୍କୃତି ତଲୱାର ଦିଲ୍ଲୀରେ ରହୁଥିବା ଜଣେ ନିରପେକ୍ଷ ସାମ୍ବାଦିକା ଏବଂ ୨୦୨୩ର ଜଣେ ପରୀ ଏମଏମଏଫ ଫେଲୋ।

Editor

Priti David

ପ୍ରୀତି ଡେଭିଡ୍‌ ‘ପରୀ’ର କାର୍ଯ୍ୟନିର୍ବାହୀ ସଂପାଦିକା । ସେ ଜଙ୍ଗଲ, ଆଦିବାସୀ ଏବଂ ଜୀବିକା ଉପରେ ଲେଖନ୍ତି । ପ୍ରୀତି ମଧ୍ୟ ‘ପରୀ’ର ଶିକ୍ଷା ବିଭାଗର ମୁଖ୍ୟ ଏବଂ ଗ୍ରାମାଞ୍ଚଳର ବିଭିନ୍ନ ସମସ୍ୟାକୁ ଶ୍ରେଣୀଗୃହ ଏବଂ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ କରିବା ଲାଗି ବିଭିନ୍ନ ସ୍କୁଲ୍‌ ଏବଂ କଲେଜ ସହିତ କାର୍ଯ୍ୟରତ ।

Editor

Nikita Singh

ନିକିତା ସିଂ ଦିଲ୍ଲୀଠାରେ ଅବସ୍ଥାନ କରୁଥିବା ଜଣେ ସ୍ଵାଧୀନ ସାମ୍ବାଦିକ।

Photo Editor

Binaifer Bharucha

ବିନଇଫର୍ ଭାରୁକା ମୁମ୍ବାଇ ଅଞ୍ଚଳର ଜଣେ ସ୍ୱାଧୀନ ଫଟୋଗ୍ରାଫର, ଏବଂ ପରୀର ଫଟୋ ଏଡିଟର୍

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।