ପାଣିର-ସ୍ମୃତି

Anantapur, Andhra Pradesh

Aug 27, 2019

ପାଣିର ସ୍ମୃତି

କ୍ରମାଗତ ବୃଷ୍ଟିପାତ ହାର ହ୍ରାସ ସହିତ ଅଧିକ ପାଣିର ଆବଶ୍ୟକତା ଥିବା ଅର୍ଥକରୀ ଫସଲ ପ୍ରତି ଚାଷୀମାନେ ମନ ବଳାଇବା ଏବଂ ଦିନକୁ ଦିନ ବୋର୍‌ୱେଲ୍‌ ସଂଖ୍ୟା ବୃଦ୍ଧି ଯୋଗୁଁ ଅନନ୍ତପୁରର ନାଗରୁର ଗାଁରେ ଜଳସ୍ତର କମ୍‌ ହୋଇଯାଇଛି ଏବଂ ସେମାନଙ୍କ ଫସଲକୁ ବଞ୍ଚାଇ ରଖିବା ଲାଗି ଚାଷୀମାନଙ୍କୁସଂଘର୍ଷ କରିବାକୁ ପଡୁଛି ।

Author

Sahith M.

Translator

OdishaLIVE

Want to republish this article? Please write to zahra@ruralindiaonline.org with a cc to namita@ruralindiaonline.org

Author

Sahith M.

Sahith M. is working towards an M.Phil degree in Political Science from Hyderabad Central University.

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।