nhaan-or

Kota, Rajasthan

Jan 09, 2025

ନାଣ

ରାଜସ୍ଥାନର ହାଡୋତିର ସାଙ୍ଗୋଦ ଗ୍ରାମରେ ପ୍ରଚଳିତ ପ୍ରାୟ ୫୦୦ ବର୍ଷ ପୁରୁଣା ଲୋକ ପରମ୍ପରା ଉପରେ ନିର୍ମିତ ଏକ ପ୍ରମାଣିକ ଚଳଚ୍ଚିତ୍ର

Want to republish this article? Please write to zahra@ruralindiaonline.org with a cc to namita@ruralindiaonline.org

Author

Sarvesh Singh Hada

ସର୍ବେଶ ସିଂ ହାଡ଼ା ରାଜସ୍ଥାନର ଜଣେ ପରୀକ୍ଷାତ୍ମକ ଚଳଚ୍ଚିତ୍ର ନିର୍ମାତା ଏବଂ ତାଙ୍କର ହାଡୋତି କ୍ଷେତ୍ରର ସ୍ଥାନୀୟ ଲୋକ ପରମ୍ପରାକୁ ନେଇ ଗବେଷଣା କରିବା ଓ ଚଳଚ୍ଚିତ୍ର ପ୍ରସ୍ତୁତ କରିବାରେ ଗଭୀର ଆଗ୍ରହ ରହିଛି।

Text Editor

Swadesha Sharma

ସ୍ୱଦେଶା ଶର୍ମା ଜଣେ ଗବେଷିକା ଏବଂ ପିପୁଲସ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର କଣ୍ଟେଣ୍ଟ ଏଡିଟର। PARIର ପାଠାଗାର ନିମନ୍ତେ ସମ୍ବଳ ନିୟୋଜନ ସକାଶେ ସେ ସ୍ୱେଚ୍ଛାସେବୀମାନଙ୍କ ସହିତ ମଧ୍ୟ କାର୍ଯ୍ୟ କରନ୍ତି

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।