an-adivasi-writes-off-the-village-or

Dahod, Gujarat

Sep 14, 2023

ଗାଁକୁ ଆଡ଼େଇ ଦେଇଥିବା ଜଣେ ଆଦିବାସୀ

ପଞ୍ଚମାହାଲି ଭିଲି ଉପଭାଷାରେ ଜଣେ କବି ତାଙ୍କ ଦ୍ଵନ୍ଦ୍ଵ ସମ୍ପର୍କରେ ଲେଖନ୍ତି: ଏକ ପ୍ରକାର ବାଧ୍ୟବାଧକତାରେ ସେ ଆସିଥିବା ସହରର ଅଣନିଶ୍ୱାସୀ ପରିବେଶରେ ରହିବେ, ନା ନିଜ ଗାଁକୁ ଫେରିଯିବେ?

Illustration

Labani Jangi

Translator

Kapilas Bhuyan

Want to republish this article? Please write to [email protected] with a cc to [email protected]

Author

Vajesinh Pargi

ଗୁଜରାଟର ଦାହୋଡ଼ଠାରେ ଅବସ୍ଥାନ କରୁଥିବା ବାଜେସିଂ ପାର୍ଗୀ ପଞ୍ଚମାହାଲି ଭିଲି ଉପଭାଷା ଓ ଗୁଜରାଟୀ ଭାଷାରେ ଲେଖାଲେଖି କରୁଥିବା ଜଣେ ଆଦିବାସୀ କବି। ‘ଜାକାଲନାମୁଟି’ ଓ ‘ଆଗିୟାନୁନାଯାୱାଲୁନ’ ନାମରେ ତାଙ୍କର ଦୁଇଟି କବିତା ସଂକଳନ ପ୍ରକାଶିତ। ନବଜୀବନ ପ୍ରେସ୍‌ରେ ଜଣେ ପ୍ରୁଫ୍ରିଡର ଭାବେ ସେ ପ୍ରାୟ ଗୋଟିଏ ଦଶନ୍ଧିରୁ ଊର୍ଦ୍ଧ୍ଵ ସମୟ ଧରି କାମ କରୁଥିଲେ।

Illustration

Labani Jangi

ଲାବଣୀ ଜାଙ୍ଗୀ ପଶ୍ଚିମବଙ୍ଗ ନଦିଆ ଜିଲ୍ଲାର ସ୍ୱ-ପ୍ରଶିକ୍ଷିତ ଚିତ୍ରକର। ସେ ଟି.ଏମ. କ୍ରିଷ୍ଣା-ପରୀ ପୁରସ୍କାର ୨୦୨୫ର ପ୍ରଥମ ବିଜେତା ଏବଂ ୨୦୨୦ର ଜଣେ ପରୀ ଫେଲୋ। କୋଲକାତାସ୍ଥିତ ସେଣ୍ଟର ଫର୍‌ ଷ୍ଟଡିଜ୍‌ ଇନ୍‌ ସୋସିଆଲ୍‌ ସାଇନ୍ସେସ୍‌ଠାରେ ଜଣେ ପିଏଚଡି ଗବେଷିକା ଭାବେ ଲାବଣୀ ଶ୍ରମିକ ବିସ୍ଥାପନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି।

Translator

Kapilas Bhuyan

କପିଳାସ ଭୂୟାଁ ହେଉଛନ୍ତି ଜଣେ ବରିଷ୍ଠ ସାମ୍ବାଦିକ, ଲେଖକ ଓ ୨୦୦୬ରେ ଜାତୀୟ ଚଳଚିତ୍ର ପୁରସ୍କାର ରଜତ କମଳ ପ୍ରାପ୍ତ ନିର୍ଦ୍ଦେଶକ। ଏହା ବ୍ୟତୀତ ସେ ୨୦୦୪ରେ ଫେଷ୍ଟିଭାଲ ଡୁ ସିନେମା ଡେ ପ୍ୟାରିସଠାରେ ଶ୍ରେଷ୍ଠ କ୍ଷୁଦ୍ର ଚଳଚିତ୍ର ପୁରସ୍କାର ଓ ନ୍ୟୁୟର୍କ ସର୍ଟ ଫିଲ୍ମ ଫେଷ୍ଟିଭାଲରେ ଜୁରୀଙ୍କ ସ୍ୱତନ୍ତ୍ର ଉଲ୍ଲେଖ ପାଇଛନ୍ତି।