ସୁନ୍ଦରବନରେ-ସର୍ପ-ଦେବୀଙ୍କୁ-ଉତ୍ସର୍ଗୀକୃତ-ନାଟକରେ-ଅଭିନୟ

South 24 Parganas, West Bengal

Oct 19, 2021

ସୁନ୍ଦରବନରେ ସର୍ପ ଦେବୀଙ୍କୁ ଉତ୍ସର୍ଗୀକୃତ ନାଟକରେ ଅଭିନୟ

ପଶ୍ଚିମବଙ୍ଗର ରଜତ ଜୁବିଲୀ ଗାଁର କୃଷକ ଏବଂ ଶ୍ରମିକମାନେ ଏକାଠି ହୋଇ ସର୍ପ ଦେବୀଙ୍କୁ ଉତ୍ସର୍ଗୀକୃତ ପାରମ୍ପରିକ ସଂଗୀତ ନାଟକ ମନସାପାଲାଗାନ୍ ପରିବେଷଣ କରିବା ପାଇଁ ଏବଂ ଗ୍ରାମୀଣ ଥିଏଟରକୁ ବଞ୍ଚାଇ ରଖିବା ପାଇଁ ଏକତ୍ରିତ ହୋଇଥିଲେ

Want to republish this article? Please write to [email protected] with a cc to [email protected]

Author

Ritayan Mukherjee

ରୀତାୟନ ମୁଖାର୍ଜୀ କୋଲକାତାରେ ରହୁଥିବା ଜଣେ ଫଟୋଗ୍ରାଫର ଏବଂ ପରୀର ବରିଷ୍ଠ ଫେଲୋ। ସେ ଭାରତର ପ୍ରାଣୀପାଳକ ଓ ଯାଯାବର ସମ୍ପ୍ରଦାୟର ଜୀବନୀ ଉପରେ ଆଧାରିତ ଏକ ଦୀର୍ଘକାଳୀନ ପ୍ରକଳ୍ପ ଉପରେ କାମ କରୁଛନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।