ସିଙ୍ଘୁଠାରେ-ଚାଷୀଙ୍କ-ଆନ୍ଦୋଳନ-ପାଇଁ-ଅଦଳବଦଳ

Sonipat, Haryana

Mar 16, 2021

ସିଙ୍ଘୁଠାରେ ଚାଷୀଙ୍କ ଆନ୍ଦୋଳନ ପାଇଁ ଅଦଳବଦଳ

ଅନେକ ସପ୍ତାହ ଧରି ଆନ୍ଦୋଳନ ଜାରି ରହିଛି, ତେଣୁ ହରିୟାଣା-ଦିଲ୍ଲୀ ସୀମାରେ ଥିବା ଚାଷୀମାନେ ସେମାନଙ୍କ ଫସଲ ଓ ଚାଷଜମିକୁ ଅଣଦେଖା କରିପାରିବେ ନାହିଁ, ତେଣୁ ସେମାନେ ଏକ ରିଲେ ଆରମ୍ଭ କରିଛନ୍ତି-କିଛି ଲୋକ ସେମାନଙ୍କ ଗାଁକୁ ଫେରିଯାଇଥିବା ବେଳେ ଆଉ କିଛି ଚାଷୀ ସିଂଘୁରେ ସେମାନଙ୍କ ସ୍ଥାନ ଅକ୍ତିଆର କରିଛନ୍ତି

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Parth M.N.

ପାର୍ଥ ଏମ୍.ଏନ୍. ୨୦୧୭ର ଜଣେ PARI ଫେଲୋ ଏବଂ ବିଭିନ୍ନ ୱେବ୍ସାଇଟ୍ପାଇଁ ଖବର ଦେଉଥିବା ଜଣେ ସ୍ୱାଧୀନ ସାମ୍ବାଦିକ। ସେ କ୍ରିକେଟ୍ ଏବଂ ଭ୍ରମଣକୁ ଭଲ ପାଆନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।