ସଫା-ପାଣି-ଏକ-ବିଳାସ-ଆମେ-ତାର-ଦାମ-ଦେଇ-ପାରିବୁନି

Palghar, Maharashtra

Jul 15, 2019

‘ସଫା ପାଣି ଏକ ବିଳାସ ଆମେ ତା’ର ଦାମ ଦେଇ ପାରିବୁନି’

ଗତବର୍ଷର ଏକ ଖରାପ ମୌସୁମୀ ଏହି ବର୍ଷ ଆରମ୍ଭରୁ ଦୀର୍ଘକାଳୀନ ସମସ୍ୟାକୁ ବଢ଼ାଇ ଦେଇଛି ଏବଂ ଗଲତାରେର ଜଳ ଉତ୍ସଗୁଡ଼ିକୁ ଶୁଖାଇ ଦେଇଛି। ଏହା ପଲଘର ଜିଲ୍ଲାର ଏହି ଗ୍ରାମର ମହିଳାମାନଙ୍କୁ ପିଇବା ପାଣି ସଂଗ୍ରହ କରିବା ନିମନ୍ତେ ଦୈନିକ ୨୫ କିଲୋମିଟର ଚାଲିବାକୁ ବାଧ୍ୟ କରିଛି।

Want to republish this article? Please write to [email protected] with a cc to [email protected]

Author

Shraddha Agarwal

ଶ୍ରଦ୍ଧା ଅଗ୍ରୱାଲ୍‌ ପିପୁଲ୍‌ସ ଆର୍କିଭ୍‌ ଅଫ୍‌ ରୁରାଲ୍‌ ଇଣ୍ଡିଆରେ ରିପୋର୍ଟର ଓ କଣ୍ଟେଣ୍ଟ ଏଡିଟର୍‌ ଭାବେ କାମ କରନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।