ଶେଷରେ-ଖାଇବାକୁ-ପାଇଲେ-ଚିମନାବାଇ

Satara, Maharashtra

Mar 30, 2019

ଶେଷରେ ଖାଇବାକୁ ପାଇଲେ ଚିମନାବାଇ

ନିଜର ଦୁଇଟି ମଇଁଷି, ଗୋଟିଏ ଗାଈ ଏବଂ ଗୋଟିଏ ଷଣ୍ଢ ସହିତ ଲକ୍ଷ୍ମୀ କାଲେଲ ସତାରା ଜିଲ୍ଲାରେ ଥିବା ଗାଈମାନଙ୍କର ଏକ କ୍ୟାମ୍ପକୁ ଯାଇଛନ୍ତି। ଗାଁରେ ସେ ତାଙ୍କର ପରିବାରକୁ ଛାଡ଼ି ଯାଇଛନ୍ତି। ଅନ୍ୟମାନଙ୍କ ସହିତ ସେ ମଧ୍ୟ ଭୟଙ୍କର ମରୁଡ଼ିର ମୁକାବିଲା କରିବାକୁ ଉଦ୍ୟମ କରୁଛନ୍ତି ।

Want to republish this article? Please write to [email protected] with a cc to [email protected]

Author

Medha Kale

ମେଧା କାଲେ ତୁଲଜାପୁରର ବାସିନ୍ଦା ଏବଂ ସେ ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆର ମରାଠୀ ଅନୁବାଦ ସମ୍ପାଦିକା। ସେ ମହିଳା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ କାମ କରିଛନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Photographs

Binaifer Bharucha

ବିନଇଫର୍ ଭାରୁକା ମୁମ୍ବାଇ ଅଞ୍ଚଳର ଜଣେ ସ୍ୱାଧୀନ ଫଟୋଗ୍ରାଫର, ଏବଂ ପରୀର ଫଟୋ ଏଡିଟର୍

Editor

Sharmila Joshi

ଶର୍ମିଳା ଯୋଶୀ ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆର ପୂର୍ବତନ କାର୍ଯ୍ୟନିର୍ବାହୀ ସମ୍ପାଦିକା ଏବଂ ଜଣେ ଲେଖିକା ଓ ସାମୟିକ ଶିକ୍ଷୟିତ୍ରୀ