ମୋ-ଋଣ-ଶୁଝିବା-ପାଇଁ-ରହିଛି-କେଇ-ଏକର-ଜମି

Amritsar, Punjab

Nov 09, 2020

‘ମୋ ଋଣ ଶୁଝିବା ପାଇଁ ରହିଛି କେଇ ଏକର ଜମି’

ବିଶ୍ୱ ମହାମାରୀ ପ୍ରାଦୁର୍ଭାବ ଓ ଲକ୍‌ଡାଉନ୍‌ ସତ୍ତ୍ୱେ ତିନିଟି ନୂତନ କୃଷି ଆଇନ ପ୍ରଚଳନ ବିରୋଧରେ ପ୍ରତିବାଦ କରିବା ଲାଗି ସାରା ଦେଶର ଲକ୍ଷ ଲକ୍ଷ କୃଷକ ସେପ୍ଟେମ୍ବର ୨୫ରୁ ରାସ୍ତାକୁ ବାହାରିଛନ୍ତି । ସେମାନଙ୍କ ସଂଘର୍ଷ ସଂପର୍କିତ ଏକ ବ୍ୟଥାଭରା କବିତା

Want to republish this article? Please write to [email protected] with a cc to [email protected]

Author

Prof. Sarbjot Singh Behl

ପ୍ରଫେସର ସର୍ବଜୋତ ସିଂହ ବେହ୍‌ଲ, ଅମୃତସରସ୍ଥିତ ଗୁରୁ ନାନକ ଦେବ ବିଶ୍ୱବିଦ୍ୟାଳୟରେଏକାଡେମିକ୍‌ ଆଫେୟାରସ୍‌ ଡିନ୍‌ ଭାବରେ କାର୍ଯ୍ୟରତ । ସେ ଜଣେ ପ୍ରଶିକ୍ଷିତ ସ୍ଥପତି ଏବଂ ସ୍କୁଲ୍‌ ଅଫ୍‌ ଆର୍କିଟେକ୍‌ଚର ଆଣ୍ଡ ପ୍ଲାନିଂରେ ଶିକ୍ଷାଦାନ କରିବା ସହିତ ପ୍ରଭାବଶାଳୀ କବିତା ଲେଖନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।