ମୋର-ନଅଟି-ଝିଅ-ଏବଂ-ଏହି-ଦଶମଟି---ପୁଅ

Ahmedabad, Gujarat

Apr 17, 2021

‘ମୋର ନଅଟି ଝିଅ ଏବଂ ଏହି ଦଶମଟି - ପୁଅ’

ଗୁଜୁରାଟର ଢୋଲକା ତାଲୁକାରେ ଥିବା ଭରୱାଡ ପାଳକ ସମ୍ପ୍ରଦାୟର ମହିଳାମାନଙ୍କ ପାଇଁ ପୁଅ ଏବଂ ଗର୍ଭନିରୋଧକ ପସନ୍ଦ ଓ ପ୍ରଜନନ ଅଧିକାର ଭଳି ପରିବାର ନିୟୋଜନ ଉପାୟ ବିକଳ୍ପଗୁଡ଼ିକ କେବଳ କଥା।

Series Editor

Sharmila Joshi

Translator

OdishaLIVE

Illustrations

Antara Raman

Want to republish this article? Please write to [email protected] with a cc to [email protected]

Author

Pratishtha Pandya

ପ୍ରତିଷ୍ଠା ପାଣ୍ଡ୍ୟା ‘ପରୀ’ର ଜଣେ ବରିଷ୍ଠ ସଂପାଦକ ଏବଂ ସେ ‘ପରୀ’ର ସୃଜନଶୀଳ ଲେଖା ବିଭାଗର ମୁଖ୍ୟ । ସେ ମଧ୍ୟ ‘ପରୀଭାଷା’ ଟିମ୍‌ର ଜଣେ ସଦସ୍ୟ ଏବଂ ଗୁଜରାଟୀ ଲେଖାର ଅନୁବାଦ ଓ ସଂପାଦନା କରନ୍ତି । ତାଙ୍କର ଗୁଜରାଟୀ ଏବଂ ଇଂରାଜୀ ଭାଷାରେ ଅନେକ କବିତା ପ୍ରକାଶ ପାଇଛି।

Illustrations

Antara Raman

ଅନ୍ତରା ରମଣ ଜଣେ ଚିତ୍ରକର ଏବଂ ସାମାଜିକ ପ୍ରକ୍ରିୟା ଓ ପୌରାଣିକ ଚିତ୍ର ପ୍ରତି ଆଗ୍ରହ ରହିଥିବା ଜଣେ ୱେବସାଇଟ୍ ଡିଜାଇନର୍। ବେଙ୍ଗାଲୁରୁର ସୃଷ୍ଟି ଇନଷ୍ଟିଚ୍ୟୁଟ୍ ଅଫ୍ ଆର୍ଟ, ଡିଜାଇନ୍ ଏବଂ ଟେକ୍ନୋଲୋଜିର ସ୍ନାତକ ଭାବେ ସେ ବିଶ୍ୱାସ କରନ୍ତି ଯେ କାହାଣୀ ବର୍ଣ୍ଣନା ଏବଂ ଚିତ୍ରକଳା ସହଜୀବୀ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Editor

P. Sainath

ପି. ସାଇନାଥ, ପିପୁଲ୍ସ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର ପ୍ରତିଷ୍ଠାତା ସମ୍ପାଦକ । ସେ ବହୁ ଦଶନ୍ଧି ଧରି ଗ୍ରାମୀଣ ରିପୋର୍ଟର ଭାବେ କାର୍ଯ୍ୟ କରିଛନ୍ତି ଏବଂ ସେ ‘ଏଭ୍ରିବଡି ଲଭସ୍ ଏ ଗୁଡ୍ ଡ୍ରଟ୍’ ଏବଂ ‘ଦ ଲାଷ୍ଟ ହିରୋଜ୍: ଫୁଟ୍ ସୋଲଜର୍ସ ଅଫ୍ ଇଣ୍ଡିଆନ୍ ଫ୍ରିଡମ୍’ ପୁସ୍ତକର ଲେଖକ।

Series Editor

Sharmila Joshi

ଶର୍ମିଳା ଯୋଶୀ ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆର ପୂର୍ବତନ କାର୍ଯ୍ୟନିର୍ବାହୀ ସମ୍ପାଦିକା ଏବଂ ଜଣେ ଲେଖିକା ଓ ସାମୟିକ ଶିକ୍ଷୟିତ୍ରୀ