ବାମନଦାଦା-ଓ-ଭୀମଙ୍କ-ଉପରେ-ଦାଦୁ-ସାଲଭେଙ୍କ-ଗୀତ

Ahmednagar, Maharashtra

Apr 14, 2023

ବାମନଦାଦା ଓ ଭୀମଙ୍କ ଉପରେ ଦାଦୁ ସାଲଭେଙ୍କ ଗୀତ

ଡକ୍ଟର ବି. ଆର ଆମ୍ବେଦକରଙ୍କ ଜୟନ୍ତୀରେ ଶାହିର ଦାଦୁ ସାଲଭେ ଆମ୍ବେଦକରବାଦୀ ଆନ୍ଦୋଳନରେ ତାଙ୍କ ସଙ୍ଗୀତର ଯୋଗଦାନ ବିଷୟରେ କଥା ହୋଇଛନ୍ତି। ବାବାସାହେବଙ୍କ ଦେହାନ୍ତର ବହୁ ଦଶନ୍ଧି ପରେ ମଧ୍ୟ ତାଙ୍କ ଭଳି ଗାୟକମାନେ ଜାତିପ୍ରଥା ବିରୋଧି ଆନ୍ଦୋଳନକୁ ପ୍ରସାରିତ କରି ମହାରାଷ୍ଟ୍ରର କୋଣ ଅନୁକୋଣକୁ ନେଇ ଯାଇଛନ୍ତି

Illustration

Labani Jangi

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Keshav Waghmare

କେଶବ ୱାଘମାରେ ମହାରାଷ୍ଟ୍ରର ପୁଣେଠାରେ ଅବସ୍ଥାପିତ ଜଣେ ଲେଖକ ଓ ଗବେଷକ। ସେ ୨୦୧୨ରେ ଗଠିତ ହୋଇଥିବା ଦଳିତ ଆଦିବାସୀ ଅଧିକାର ଆନ୍ଦୋଳନ (ଡିଏଏଏ)ର ଜଣେ ପ୍ରତିଷ୍ଠାତା ସଦସ୍ୟ ଏବଂ ବହୁ ବର୍ଷ ଧରି ମରାଠୱାଡ଼ା ସମ୍ପ୍ରଦାୟକୁ ନେଇ ଅଧ୍ୟୟନ ଜାରି ରଖିଛନ୍ତି।

Editor

Medha Kale

ମେଧା କାଲେ ପୁନେରେ ରହନ୍ତି ଏବଂ ମହିଳା ଓ ସ୍ଵାସ୍ଥ୍ୟ କ୍ଷେତ୍ରରେ କାମ କରିଛନ୍ତି । ସେ ମଧ୍ୟ PARIର ଜଣେ ଅନୁବାଦକ ।

Illustration

Labani Jangi

ଲାବଣୀ ଜାଙ୍ଗୀ ପଶ୍ଚିମବଙ୍ଗ ନଦିଆ ଜିଲ୍ଲାର ସ୍ୱ-ପ୍ରଶିକ୍ଷିତ ଚିତ୍ରକର। ସେ ଟି.ଏମ. କ୍ରିଷ୍ଣା-ପରୀ ପୁରସ୍କାର ୨୦୨୫ର ପ୍ରଥମ ବିଜେତା ଏବଂ ୨୦୨୦ର ଜଣେ ପରୀ ଫେଲୋ। କୋଲକାତାସ୍ଥିତ ସେଣ୍ଟର ଫର୍‌ ଷ୍ଟଡିଜ୍‌ ଇନ୍‌ ସୋସିଆଲ୍‌ ସାଇନ୍ସେସ୍‌ଠାରେ ଜଣେ ପିଏଚଡି ଗବେଷିକା ଭାବେ ଲାବଣୀ ଶ୍ରମିକ ବିସ୍ଥାପନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।