ନିଜେ-ଫାଶୀରେ-ଝୁଲିବାର-କିଛି-ଅର୍ଥ-ନାହିଁ

Nashik, Maharashtra

Mar 30, 2019

‘ନିଜେ ଫାଶୀରେ ଝୁଲିବାର କିଛି ଅର୍ଥ ନାହିଁ...’

ମହାରାଷ୍ଟ୍ରର ଅପେକ୍ଷାକୃତ ଧନୀ ଚାଷୀମାନେ ଯେଉଁମାନେ ମୂଲ୍ୟବାନ ପନିପରିବା ଏବଂ ଫୁଲ ଉତ୍ପାଦନ କରିବା ପାଇଁ ସବୁଜ ଗୃହ ବା ପଲି ହାଉସ୍‌ ବ୍ୟବହାର କରନ୍ତି, ସେମାନେ ମଧ୍ୟ ଗୋଟିଏ ସଙ୍କଟରେ ପଡ଼ିଛନ୍ତି, ଯାହା ସମ୍ପର୍କରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ସାମାଜିକ ଋଢ଼ୀବାଦୀ ମାନସିକତା କାରଣରୁ ପ୍ରକାଶ କରନ୍ତି ନାହିଁ

Want to republish this article? Please write to [email protected] with a cc to [email protected]

Author

Jaideep Hardikar

ଜୟଦୀପ ହାର୍ଦିକର ନାଗପୁରର ଜଣେ ବରିଷ୍ଠ ସାମ୍ବାଦିକ ଏବଂ ‘ପରୀ’ର ଭ୍ରାମ୍ୟମାଣ ରିପୋର୍ଟର । ସେ ‘ରାମାରାଓ: ଦି ଷ୍ଟୋରୀ ଅଫ୍ ଇଣ୍ଡିଆସ୍ ଫାର୍ମ କ୍ରାଇସିସ୍’ ଶୀର୍ଷକ ପୁସ୍ତକର ରଚୟିତା । “ସାମାଜିକ ସଚେତନତା, ସହାନୁଭୂତି ଏବଂ ପରିବର୍ତ୍ତନ” ଦିଗରେ ପ୍ରେରଣା ପ୍ରଦାନକାରୀ ତାଙ୍କର “ସାର୍ଥକ, ଦାୟିତ୍ୱସଂପନ୍ନ, ଏବଂ ପ୍ରଭାବଶାଳୀ ସାମ୍ବାଦିକତା,” କୁ ସ୍ୱୀକୃତି ପ୍ରଦାନ ପୂର୍ବକ ୨୦୨୫ରେ, ଜୟଦୀପ ‘ରାମୋଜୀ ଏକସେଲନସ ଆୱାର୍ଡସ-୨୦୨୫’ରେ ପ୍ରଥମ ‘ଆୱାର୍ଡ ଅଫ୍ ଏକସେଲନସ’ ବିଜୟୀ ହୋଇଥିଲେ ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।