ତାଲାବନ୍ଦ-ସମୟରେଅ-ମଧ୍ୟ-କଠିନ-ପରିଶ୍ରମ-କରୁଛନ୍ତି-ଆଶାକର୍ମୀ

Osmanabad, Maharashtra

Sep 25, 2020

ତାଲାବନ୍ଦ ସମୟରେଅ ମଧ୍ୟ କଠିନ ପରିଶ୍ରମ କରୁଛନ୍ତି ଆଶାକର୍ମୀ

ମହାରାଷ୍ଟ୍ରର ଓସ୍‌ମାନାବାଦ୍‌ ଜିଲ୍ଲାରେ, ଆଶା କର୍ମୀମାନଙ୍କ ପାଖରେ ସୁରକ୍ଷା ପୋଷାକ ନାହିଁ ଓ ବହୁ ବିଳମ୍ବରେ ସେମାନଙ୍କୁ ସେମାନଙ୍କ ମାସିକ ବେତନ ମିଳୁଛି, ତଥାପି ସେମାନେ କୋଭିଡ୍‌- ୧୯ର ସଂକ୍ରମଣ ତଦାରଖ କରିବାକୁ ଓଭର୍‌ଟାଇମ୍‌ କରୁଛନ୍ତି ।

Want to republish this article? Please write to [email protected] with a cc to [email protected]

Author

Ira Deulgaonkar

ଇରା ଦେଉଲଗାଓଁକର ୨୦୨୦ର ଜଣେ PARI ପ୍ରଶିକ୍ଷାର୍ଥୀ; ସେ ପୁଣେର ସିମ୍ବିଓସିସ୍‌ ସ୍କୁଲ୍‌ ଅଫ୍‌ ଇକୋନୋମିକ୍‌ସରେ ସ୍ନାତକ ଡିଗ୍ରୀ ପାଠ୍ୟକ୍ରମର ଦ୍ଵିତୀୟ ବର୍ଷ ଛାତ୍ରୀ ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।