କରିମୁଲଙ୍କ-ସ୍ୱାସ୍ଥ୍ୟ-ମୋଟର-ସାଇକେଲ-ଡାଏରୀଗୁଡିକ

Jalpaiguri, West Bengal

May 15, 2021

କରିମୁଲଙ୍କ ସ୍ୱାସ୍ଥ୍ୟ ମୋଟର ସାଇକେଲ ଡାଏରୀଗୁଡିକ

ଆମ୍ବୁଲାନ୍ସ୍‍ ଦାଦା ଭାବରେ ଲୋକପ୍ରିୟ ପଶ୍ଚିମବଙ୍ଗର ଜଳପାଇଗୁଡି ଜିଲ୍ଲାର ଏକ ଚା ବଗିଚା ଶ୍ରମିକ ଯିଏକି ଗ୍ରାମବାସୀମାନଙ୍କ ପାଇଁ ମାଗଣାରେ ଏକ ଅସାଧାରଣ ଆମ୍ବୁଲାନ୍ସ୍‍ ଚଲାନ୍ତି। ନିକଟରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ନାନିତ କରାଗଲା।

Want to republish this article? Please write to zahra@ruralindiaonline.org with a cc to namita@ruralindiaonline.org

Author

Souryajit Nath & Arindam Bachar & Debannita Biswas

ସୌର୍ଯ୍ୟଜିତ ନାଥ ଏବଂ ଅରିନ୍ଦମ ବାଚାର ଏହି ଚଳଚ୍ଚିତ୍ରର ଫଟୋଗ୍ରାଫି ନିର୍ଦ୍ଦେଶକ ଓ ଏହାର ସହ ନିର୍ଦ୍ଦେଶକ; ଦେବନ୍ନିତା ବିଶ୍ୱାସ ଏହି ଚଳଚ୍ଚିତ୍ରର ସମ୍ପାଦକ ଓ ସହ ନିର୍ଦ୍ଦେଶକ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।