ଏହି-ରାଲି-ଏକ-ଭିନ୍ନ-ମୋଡ଼-ନେବ

New Delhi, Delhi

Oct 31, 2018

‘ଏହି ରାଲି ଏକ ଭିନ୍ନ ମୋଡ଼ ନେବ’

ସେପ୍ଟେମ୍ବର ୫ ତାରିଖରେ ଗୁରୁଦିବସ ଅବସରରେ ପ୍ରାୟ ୩ ଲକ୍ଷରୁ ଅଧିକ ଚାଷୀ ଓ ଶ୍ରମିକମାନେ ରାଜଧାନୀରେ ଏକତ୍ରିତ ହେଲେ । ସରକାରଙ୍କୁ ସମତାବାଦୀ ଗଣତନ୍ତ୍ର ସଂପର୍କରେ ଶିକ୍ଷା ଦେବା ସେମାନଙ୍କର ଉଦ୍ଦେଶ୍ୟ ଥିଲା ଯାହାକି ଉଚିତ୍ ମଜୁରୀ ଏବଂ ଅନ୍ୟାନ୍ୟ ଅଧିକାରକୁ ସୁନିଶ୍ଚିତ କରିବ ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Janhavi Mittal

ଜାହ୍ନବୀ ମିତ୍ତଲ ଦିଲ୍ଲୀରେ ରହନ୍ତି ଏବଂ ଜମି ଓ ସମ୍ବଳ ଅଧିକାର ପ୍ରସଙ୍ଗ ଉପରେ କାର୍ଯ୍ୟରତ କାଲିଫୋର୍ଣ୍ଣିଆର ଏକ ଆଇନଜୀବୀ ଗୋଷ୍ଠୀ ଓକ୍‌ଲ୍ୟାଣ୍ଡ ଇନ୍‌ଷ୍ଟିଚ୍ୟୁଟ୍‌ର ସେ ଜଣେ ଗବେଷକ ଏବଂ ନୀତି ବିଶ୍ଳେଷକ ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।