ଆମ୍ବେଦକରଙ୍କ-ଦ୍ୱାରା-ଅନୁପ୍ରାଣିତ-ସାଲଭେଙ୍କ-ମୁକ୍ତି-ସଙ୍ଗୀତ

Beed, Maharashtra

Apr 15, 2022

ଆମ୍ବେଦକରଙ୍କ ଦ୍ୱାରା ଅନୁପ୍ରାଣିତ: ସାଲଭେଙ୍କ ମୁକ୍ତି ସଙ୍ଗୀତ

ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ, ଶାହିର ଆତ୍ମାରାମ ସାଲଭେଙ୍କ କବିତା ଶ୍ରୋତାମାନଙ୍କୁ ପୁରୁଣା ପଦ୍ଧତି ତ୍ୟାଗ କରିବା ଏବଂ ବାବାସାହେବଙ୍କ ଦ୍ୱାରା ପ୍ରଦର୍ଶିତ ମାର୍ଗରେ ଆଗକୁ ବଢ଼ିବା ପାଇଁ ଆହ୍ଵାନ କରିଥାଏ

Illustration

Labani Jangi

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Keshav Waghmare

କେଶବ ୱାଘମାରେ ମହାରାଷ୍ଟ୍ରର ପୁଣେଠାରେ ଅବସ୍ଥାପିତ ଜଣେ ଲେଖକ ଓ ଗବେଷକ। ସେ ୨୦୧୨ରେ ଗଠିତ ହୋଇଥିବା ଦଳିତ ଆଦିବାସୀ ଅଧିକାର ଆନ୍ଦୋଳନ (ଡିଏଏଏ)ର ଜଣେ ପ୍ରତିଷ୍ଠାତା ସଦସ୍ୟ ଏବଂ ବହୁ ବର୍ଷ ଧରି ମରାଠୱାଡ଼ା ସମ୍ପ୍ରଦାୟକୁ ନେଇ ଅଧ୍ୟୟନ ଜାରି ରଖିଛନ୍ତି।

Illustration

Labani Jangi

ଲାବଣୀ ଜାଙ୍ଗୀ ପଶ୍ଚିମବଙ୍ଗ ନଦିଆ ଜିଲ୍ଲାର ସ୍ୱ-ପ୍ରଶିକ୍ଷିତ ଚିତ୍ରକର। ସେ ଟି.ଏମ. କ୍ରିଷ୍ଣା-ପରୀ ପୁରସ୍କାର ୨୦୨୫ର ପ୍ରଥମ ବିଜେତା ଏବଂ ୨୦୨୦ର ଜଣେ ପରୀ ଫେଲୋ। କୋଲକାତାସ୍ଥିତ ସେଣ୍ଟର ଫର୍‌ ଷ୍ଟଡିଜ୍‌ ଇନ୍‌ ସୋସିଆଲ୍‌ ସାଇନ୍ସେସ୍‌ଠାରେ ଜଣେ ପିଏଚଡି ଗବେଷିକା ଭାବେ ଲାବଣୀ ଶ୍ରମିକ ବିସ୍ଥାପନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।