ଲିଥାଲ-କୀଟ-ଘାତ-ସ୍ପ୍ରେ

Yavatmal, Maharashtra

Jun 01, 2018

ଲିଥାଲ କୀଟ, ଘାତ ସ୍ପ୍ରେ

ଗତବର୍ଷ ବିଦର୍ଭର କପା କ୍ଷେତ୍ର ବିଶେଷ କରି ଯବତମାଲକୁ କଣ ଆଘାତ ଦେଇଥିଲା? କାହିଁକି ୧,୦୦୦ରୁ ଅଧିକ ଚାଷୀ ଏବଂ କୃଷି ଶ୍ରମିକ ମେଡିକାଲରେ ହୋଇଥିଲେ? କୀଟନାଶକ ସିଞ୍ଚନ କରି ଅନେକ ଚାଷୀ ମୃତ୍ୟୁମୁଖରେ ପଡ଼ିବା ପରେ କାହିଁକି ଚାଷୀ ତାଙ୍କ ଫସଲ ଉପରୁ ଆଶା ଛାଡିଦେଲେ?

Want to republish this article? Please write to zahra@ruralindiaonline.org with a cc to namita@ruralindiaonline.org

Author

Jaideep Hardikar

ଜୟଦୀପ ହାର୍ଦିକର୍‌ ନାଗପୁରର ଜଣେ ସାମ୍ବାଦିକ ଏବଂ ଲେଖକ, ଏବଂ PARIର ଜଣେ କୋର୍‌ ଟିମ୍‌ ସଦସ୍ୟ

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।