mohamad-the-sieve-maker-of-ahmedabad-or

Ahmedabad, Gujarat

Dec 23, 2023

ଅହମଦାବାଦର ଚାଲୁଣୀ କାରିଗର ମହମଦ

ବିଭିନ୍ନ ଶସ୍ୟ ଓ ଅଟାକୁ ଚଲେଇ ପରିଷ୍କାର କରିବାରେ ବ୍ୟବହୃତ ଚାଲୁଣୀର ଜଣେ କାରିଗରଙ୍କ ନିତିଦିନିଆ ଜୀବନର କାହାଣୀ । ଗୁଜରାଟରେ ଏକ ସ୍ମାର୍ଟ ସିଟି ଉପକଣ୍ଠରେ ରହୁଥିବା ଏହି କାରିଗରଙ୍କ ଦିନ କଟୁଛି ଜୀବନ ସଂଘର୍ଷରେ

Want to republish this article? Please write to [email protected] with a cc to [email protected]

Editor

Pratishtha Pandya

ପ୍ରତିଷ୍ଠା ପାଣ୍ଡ୍ୟା ‘ପରୀ’ର ଜଣେ ବରିଷ୍ଠ ସଂପାଦକ ଏବଂ ସେ ‘ପରୀ’ର ସୃଜନଶୀଳ ଲେଖା ବିଭାଗର ମୁଖ୍ୟ । ସେ ମଧ୍ୟ ‘ପରୀଭାଷା’ ଟିମ୍‌ର ଜଣେ ସଦସ୍ୟ ଏବଂ ଗୁଜରାଟୀ ଲେଖାର ଅନୁବାଦ ଓ ସଂପାଦନା କରନ୍ତି । ତାଙ୍କର ଗୁଜରାଟୀ ଏବଂ ଇଂରାଜୀ ଭାଷାରେ ଅନେକ କବିତା ପ୍ରକାଶ ପାଇଛି।

Author

Umesh Solanki

ଉମେଶ ସୋଲାଙ୍କି ଅହମ୍ମଦାବାଦର ଜଣେ ଫଟୋଗ୍ରାଫର, ରିପୋର୍ଟର, ବୃତ୍ତଚିତ୍ର ନିର୍ମାତା ଔପନ୍ୟାସିକ ଓ କବି । ତାଙ୍କର ତିନିଟି କବିତା ସଂକଳନ, ଗୋଟିଏ କାବ୍ୟ ଉପନ୍ୟାସ, ଗୋଟିଏ ଉପନ୍ୟାସ ଓ କେତେକ ବାସ୍ତବତାଭିତ୍ତିକ ସୃଜନଶୀଳ ସାହିତ୍ୟ କୃତୀ ସଂଗ୍ରହ ପ୍ରକାଶ ପାଇଛି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।