a-neglected-village-boycotts-elections-or

Amravati, Maharashtra

Apr 26, 2024

ଭୋଟ୍‌ ବର୍ଜନ କଲା ଏକ ଅବହେଳିତ ଗାଁ

ମହାରାଷ୍ଟ୍ର ଅମରାବତୀ ଜିଲ୍ଲାର ଖଡ଼ିମାଲ ଗାଁ ପାଣି ଓ ବିଦ୍ୟୁତ ଭଳି ମୌଳିକ ସୁବିଧାରୁ ବଞ୍ଚିତ ରହିଛି । ଗାଁ ଲୋକମାନେ କୁହନ୍ତି ଯେ ରାଜନେତାମାନେ ପ୍ରତି ପାଞ୍ଚ ବର୍ଷରେ ଥରେ କେବଳ ମିଥ୍ୟା ପ୍ରତିଶ୍ରୁତି ଦେଇ ତା’ପରେ ଅଦୃଶ୍ୟ ହୋଇଯାଆନ୍ତି । ଏହି କାରଣରୁ ସେମାନେ ସାଧାରଣ ନିର୍ବାଚନ ୨୦୨୪ରେ ମିଳିତ ଭାବେ ଭୋଟ୍‌ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି

Want to republish this article? Please write to [email protected] with a cc to [email protected]

Student Reporter

Swara Garge

ସ୍ୱରା ଗାର୍ଗେ ୨୦୨୫ର ଜଣେ ପରୀ-ଏମଏମଏଫ୍ ଫେଲୋ। ସେ ଜଣେ ଦୃଶ୍ୟଭିତ୍ତିକ କାହାଣୀକାର ଯେ କି ଗ୍ରାମୀଣ ପ୍ରସଙ୍ଗ, ସଂସ୍କୃତି ଏବଂ ଅର୍ଥ ବ୍ୟବସ୍ଥାରେ ଆଗ୍ରହୀ ।

Student Reporter

Prakhar Dobhal

ପ୍ରଖର ଡୋଭାଲ ୨୦୨୫ର ଜଣେ ପରୀ-ଏମଏମଏଫ୍ ଫେଲୋ। ସେ ବିଭିନ୍ନ ଗ୍ରାମୀଣ ପ୍ରସଙ୍ଗ, ରାଜନୀତି ଏବଂ ସଂସ୍କୃତି ସଂପର୍କରେ ରିପୋର୍ଟିଂ କରିବାରେ ଆଗ୍ରହ ରଖୁଥିବା ଜଣେ ଉତ୍ସାହୀ ଫଟୋଗ୍ରାଫର ଏବଂ ବୃତ୍ତଚିତ୍ର ନିର୍ମାତା ।

Editor

Sarbajaya Bhattacharya

ସର୍ବଜୟା ଭଟ୍ଟାଚାର୍ଯ୍ୟ ପରୀର ଜଣେ ବରିଷ୍ଠ ସମ୍ପାଦିକା। ସେ ପରୀ ଏଜୁକେସନର ଅଂଶବିଶେଷ ଭାବେ ପ୍ରଶିକ୍ଷାର୍ଥୀ ଓ ଛାତ୍ରଛାତ୍ରୀଙ୍କ ସହ ନିବିଡ଼ ଭାବେ କାର୍ଯ୍ୟ କରିଥା’ନ୍ତି। ସର୍ବଜୟା ଜଣେ ଅଭିଜ୍ଞ ବଙ୍ଗଳା ଅନୁବାଦିକା। ସେ କୋଲକାତାରେ ରୁହନ୍ତି ଏବଂ ସହରର ଇତିହାସ ଏବଂ ଭ୍ରମଣ ସାହିତ୍ୟ କ୍ଷେତ୍ରରେ ତାଙ୍କର ରୁଚି ରହିଛି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।