ପ୍ରହଲାଦର-କଷ୍ଟଦାୟକ-ପସନ୍ଦ-ଗାଇ-ବା-ପିଜୁଳି-

BEED, Maharashtra

Jul 01, 2019

ପ୍ରହଲାଦର କଷ୍ଟଦାୟକ ପସନ୍ଦ : ଗାଇ ବା ପିଜୁଳି ?

ମରାଠ୍‌ୱାଡାରେ କ୍ରମଶଃ ବୃଦ୍ଧି ପାଉଥିବା ଦୁର୍ଭିକ୍ଷ ପରିସ୍ଥିତିରେ ଅପେକ୍ଷାକୃତ ବଡ ଚାଷୀମାନେ ମଧ୍ୟ ନିଜ ସ୍ଥିତି ବଜାୟ ରଖିବା ପାଇଁ କଡା ସଂଘର୍ଷ କରିବାଠାରୁ ବର୍ତ୍ତି ପାରିନାହାନ୍ତି, ନିଜ ଫସଲ ଓ ଗୋମହିଷାଦିଙ୍କ ପାଇଁ ପାଣି କିଣିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ଓ ଓ ଅର୍ଥାଭାବ ସମୟରେ ହାର ମାନି ବସିରହୁଛନ୍ତି, ଯେପରି ବିଡ୍‌ ଜିଲ୍ଲାରେ ଅଧିକାଂଶ ସମ୍ମୁଖୀନ ହେଉଛନ୍ତି ।

Want to republish this article? Please write to [email protected] with a cc to [email protected]

Author

Jaideep Hardikar

ଜୟଦୀପ ହାର୍ଦିକର ନାଗପୁରର ଜଣେ ବରିଷ୍ଠ ସାମ୍ବାଦିକ ଏବଂ ‘ପରୀ’ର ଭ୍ରାମ୍ୟମାଣ ରିପୋର୍ଟର । ସେ ‘ରାମାରାଓ: ଦି ଷ୍ଟୋରୀ ଅଫ୍ ଇଣ୍ଡିଆସ୍ ଫାର୍ମ କ୍ରାଇସିସ୍’ ଶୀର୍ଷକ ପୁସ୍ତକର ରଚୟିତା । “ସାମାଜିକ ସଚେତନତା, ସହାନୁଭୂତି ଏବଂ ପରିବର୍ତ୍ତନ” ଦିଗରେ ପ୍ରେରଣା ପ୍ରଦାନକାରୀ ତାଙ୍କର “ସାର୍ଥକ, ଦାୟିତ୍ୱସଂପନ୍ନ, ଏବଂ ପ୍ରଭାବଶାଳୀ ସାମ୍ବାଦିକତା,” କୁ ସ୍ୱୀକୃତି ପ୍ରଦାନ ପୂର୍ବକ ୨୦୨୫ରେ, ଜୟଦୀପ ‘ରାମୋଜୀ ଏକସେଲନସ ଆୱାର୍ଡସ-୨୦୨୫’ରେ ପ୍ରଥମ ‘ଆୱାର୍ଡ ଅଫ୍ ଏକସେଲନସ’ ବିଜୟୀ ହୋଇଥିଲେ ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।