the-resident-songwriter-of-lupungpat-or

Gumla, Jharkhand

Apr 24, 2025

ଲୁପୁଙ୍ଗପାଟ ନିବାସୀ ଗୀତିକାର

ଝାଡ଼ଖଣ୍ଡରେ ଅସୁର ସମ୍ପ୍ରଦାୟର ଶ୍ରଦ୍ଧାନନ୍ଦ ନିଜ ମାତୃଭାଷାରେ ଗୀତ ଲେଖିଥା’ନ୍ତି

Want to republish this article? Please write to [email protected] with a cc to [email protected]

Author

Devesh

ଦେବେଶ ଜଣେ କବି, ସାମ୍ବାଦିକ, ଚଳଚ୍ଚିତ୍ର ନିର୍ମାତା ଓ ଅନୁବାଦକ। ସେ ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆରେ ହିନ୍ଦୀ ଭାଷା ସମ୍ପାଦକ ଓ ହିନ୍ଦୀ ଅନୁବାଦ ସମ୍ପାଦକ।

Author

Shraddhanand Asur

ଶ୍ରଦ୍ଧାନନ୍ଦ ଅସୁର ଝାଡ଼ଖଣ୍ଡ ଗୁମଲା ଜିଲ୍ଲାର ଜଣେ ଗୀତିକାର। ସେ ଅସୁର ଏବଂ ସାଦ୍ରି ଭାଷାରେ ଗୀତ ଓ କବିତା ଲେଖନ୍ତି।

Editor

Ritu Sharma

ଋତୁ ଶର୍ମା ପରୀରେ ବିଲୁପ୍ତପ୍ରାୟ ଭାଷା ବିଭାଗର ଜଣେ ବିଷୟବସ୍ତୁ ସମ୍ପାଦିକା। ସେ ଭାଷାଶାସ୍ତ୍ରରେ ସ୍ନାତକୋତ୍ତୋର ଅଧ୍ୟୟନ କରିଛନ୍ତି ଏବଂ ଭାରତର କଥିତ ଭାଷାଗୁଡ଼ିକର ସଂରକ୍ଷଣ ଓ ପୁନରୁଦ୍ଧାର ଦିଗରେ କାମ କରିବାକୁ ଚାହାନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।