ହୁକ୍‌-ଲାଇନ୍‌-ଓ-ସିଙ୍କର-ମାଲ୍‌ୱାନର-ମତ୍ସ୍ୟଜୀବୀ-ମହିଳା

Sindhudurg, Maharashtra

Nov 23, 2020

ହୁକ୍‌, ଲାଇନ୍‌ ଓ ସିଙ୍କର : ମାଲ୍‌ୱାନର ମତ୍ସ୍ୟଜୀବୀ ମହିଳା

ମହାରାଷ୍ଟ୍ରର ମାଲ୍‌ୱାନ୍‌ ତାଲୁକାରେ – ଯେପରି ପୂରା ଭାରତରେ ହୋଇଥାଏ- ମହିଳାମାନେ ମାଛ ବ୍ୟବସାୟରେ କେନ୍ଦ୍ରୀୟ ଭୂମିକା ଗ୍ରହଣ କରିଥାନ୍ତି, କିଣିବା, ଶୁଖାଇବାଠୁ ଆରମ୍ଭକରି ପରବହନ ଓ ଗଚ୍ଛିତ କରି ରଖିବା, କାଟିବା ଓ ବିକ୍ରି କରିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ କରିଥାନ୍ତି, ହେଲେ ପୁରୁଷ ମତ୍ସ୍ୟଜୀବୀଙ୍କ ସମାନ ଏମାନଙ୍କୁ ରିହାତି ମିଳୁନି

Want to republish this article? Please write to [email protected] with a cc to [email protected]

Author

Trisha Gupta

ତ୍ରିସା ଗୁପ୍ତା ହେଉଛନ୍ତି ବାଙ୍ଗାଲୁରୁରେ କାର୍ଯ୍ୟରତ ଜଣେ ସାମୁଦ୍ରିକ ସଂରକ୍ଷକ, ଯିଏ ଭାରତୀୟ ତଟରେଖାରେ ସାର୍କ ଓ ରେ ମତ୍ସ୍ୟ ବ୍ୟବସାୟ ଉପରେ ଅଧ୍ୟୟନ କରୁଛନ୍ତି ।

Author

Manini Bansal

ମାନିନୀ ବଂସଲ ସଂରକ୍ଷଣ କ୍ଷେତ୍ରରେ କାର୍ଯ୍ୟରତ ବେଙ୍ଗାଲୁରୁର ଜଣେ ଭିଜୁଆଲ କମ୍ୟୁନିକେସନ ଡିଜାଇନର ଏବଂ ଫଟୋଗ୍ରାଫର। ସେ ମଧ୍ୟ ବୃତ୍ତଚିତ୍ର ନିମନ୍ତେ ଚିତ୍ରୋତ୍ତଳନ କରନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।