ହିଆଲରେ-ଏକ-ଅର୍ଦ୍ଧ-ନିର୍ମିତ-ଘର-ଏକ-ଭଗ୍ନ-ପରିବାର

Balangir, Odisha

Apr 10, 2021

ହିଆଲରେ, ଏକ ଅର୍ଦ୍ଧ-ନିର୍ମିତ ଘର, ଏକ ଭଗ୍ନ ପରିବାର

ଓଡ଼ିଶାର ବଲାଙ୍ଗିର ଜିଲ୍ଲାର ଜଣେ ଦିନ ମଜୁରିଆ, ସୁପାରୀ ପୁତେଲ ୨୦୧୯ରେ ଚାରି ମାସ ଭିତରେ ସ୍ୱାମୀ ଓ ପୁଅଙ୍କୁ ହରାଇଥିଲେ, ସେବେଠାରୁ ସେ ଦୁଃଖ, କେବେ ବି ହ୍ରାସ ପାଉନଥିବା ଋଣ ଏବଂ ଅର୍ଦ୍ଧନିର୍ମିତ ଘରକୁ ନେଇ ସଂଘର୍ଷ କରୁଛନ୍ତି।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Anil Sharma

ଅନିଲ ଶର୍ମା ଓଡ଼ିଶାର କଣ୍ଟାବାଞ୍ଜି ସହରରେ ଅବସ୍ଥାପିତ ଜଣେ ଆଇନଜୀବୀ ଏବଂ ପ୍ରଧାନମନ୍ତ୍ରୀ ଗ୍ରାମୀଣ ବିକାଶ ସଦସ୍ୟତା ଯୋଜନା, ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ, ଭାରତ ସରକାରର ଜଣେ ପୂର୍ବତନ ସଦସ୍ୟ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।