ସ୍ଵରବୈଷମ୍ୟର-ମୁକାବିଲା-ସମନ୍ୱୟର-ପୁନଃସ୍ଥାପନ

Latur, Maharashtra

Jul 30, 2020

ସ୍ଵରବୈଷମ୍ୟର ମୁକାବିଲା, ସମନ୍ୱୟର ପୁନଃସ୍ଥାପନ

ଅନେକ ବଂଶାନୁକ୍ରମିକ ହାରମୋନିୟମ ମରାମତିକାରୀ – ବର୍ତ୍ତମାନ ଏକ ବିରଳ ବୃତ୍ତି – ତାଲାବନ୍ଦ ଯୋଗୁଁ ଦୁଇମାସରୁ ଅଧିକ ସମୟ ହେବ ମଧ୍ୟପ୍ରଦେଶର ଜବଲପୁରରୁ ଆସିଥିବା ସେମାନେ ମହାରାଷ୍ଟ୍ରର ରେନାପୁରରେ ଫସିଯାଇଛନ୍ତି । ସେମାନେ କିପରି ମୁକାବିଲା କଲେ ପରୀକୁ କୁହନ୍ତି

Want to republish this article? Please write to [email protected] with a cc to [email protected]

Author

Ira Deulgaonkar

ଇରା ଦେଓଲଗାଁଓକର ୟୁକେ ସସେକ୍ସସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ଡେଭଲପମେଣ୍ଟ ଷ୍ଟଡିଜ୍‌ରେ ପି.ଏଚ.ଡି ଶିକ୍ଷାଲାଭ କରୁଛନ୍ତି। ସେ ଗ୍ଲୋବାଲ ସାଉଥରେ ବିପଦସଙ୍କୁଳ ଅବସ୍ଥାରେ ରହିଥିବା ଦୁର୍ବଳପ୍ରାୟ ସମୁଦାୟଙ୍କ ଉପରେ ପାଣିପାଗ ପରିବର୍ତ୍ତନର ପ୍ରଭାବ ସମ୍ପର୍କରେ ଗବେଷଣା କରୁଛନ୍ତି। ସେ ୨୦୨୦ ମସିହାରେ ପରୀର ଇଣ୍ଟର୍ଣ୍ଣ ଭାବେ ମଧ୍ୟ କାମ କରିଛନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।