ସେ-ଘରକୁ-ଫେରିବା-ଦେଖିଲେ-ମୁଁ-ବାଘକୁ-ଧନ୍ୟବାଦ-ଦିଏ

Yavatmal, Maharashtra

Jan 25, 2019

ସେ ଘରକୁ ଫେରିବା ଦେଖିଲେ, ମୁଁ ବାଘକୁ ଧନ୍ୟବାଦ ଦିଏ

ଯଦିଓ ଯବତମାଲରେ ଶଙ୍କର ଆତରାମ ଜଣେ ସାଂଘାତିକ ଗାଈ ଚରାଳି, ତେବେ ନିକଟରେ ଟି୧ ଜଣଙ୍କୁ ମାରିବା ପରେ ସେ ନିଜ ଶରୀର ପାଇଁ ବିଚିତ୍ର ହାସ୍ୟୋଦ୍ଦିପକ ପୋଷାକଟିଏ କରିଛନ୍ତି। ବାସହୀନ ବାଘମାନେ ଏବେ ତାଙ୍କ ପାଇଁ ଏବଂ ତାଙ୍କ ଗ୍ରାମବାସୀଙ୍କ ପାଇଁ ଅଧିକ ସମସ୍ୟା ସୃଷ୍ଟି କରିଛନ୍ତି।

Want to republish this article? Please write to [email protected] with a cc to [email protected]

Author

Jaideep Hardikar

ଜୟଦୀପ ହାର୍ଦିକର୍‌ ନାଗପୁରର ଜଣେ ସାମ୍ବାଦିକ ଏବଂ ଲେଖକ, ଏବଂ PARIର ଜଣେ କୋର୍‌ ଟିମ୍‌ ସଦସ୍ୟ

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।