ସବୁଦିନ-ପାଇଁ-ବହୁ-ଦୂରରେ-ରହିଗଲା-ସେଇ-ଗାଁଟି

Dec 01, 2020

ସବୁଦିନ ପାଇଁ ବହୁ ଦୂରରେ ରହିଗଲା ସେଇ ଗାଁଟି

ଗୋଟିଏ ଅନ୍ଧାର ରାତିରେ, ଲକ୍‌ଡାଉନ୍‌ ଦ୍ଵାରା ହତାଶାର ଅଥଳ ସାଗରରେ ବୁଡ଼ି ଯାଇଥିବା ଦୁଇଟି ପରିବାର, ମନ ଭିତରେ ସମାହିତସବୁ ଆଶା ଅନୁସରଣ ପୂର୍ବକ ଏକ ବନ୍ଧୁର ପଥରେ ଚାଲିବାକୁ ସ୍ଥିର କରି, ସହରରୁ ସେମାନଙ୍କ ଗାଁ ଅଭିମୁଖେ ଗୋଡ଼ କାଢ଼ିଲେ । ସେମାନଙ୍କ ଘରବାହୁଡ଼ା ସଂପର୍କରେ ଏହାଏକ କ୍ଷୁଦ୍ରଗଳ୍ପ, କଳ୍ପନାପ୍ରସୂତ

Author

Jyoti

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Jyoti

ଜ୍ୟୋତି ପିପୁଲ୍‌ସ ଆର୍କାଇଭ ଅଫ୍‌ ରୁରାଲ ଇଣ୍ଡିଆର ଜଣେ ବରିଷ୍ଠ ସାମ୍ବାଦିକ ଏବଂ ପୂର୍ବରୁ ସେ ‘ମି ମରାଠୀ’ ଏବଂ ‘ମହାରାଷ୍ଟ୍ର1’ ଭଳି ନ୍ୟୁଜ୍‌ ଚ୍ୟାନେଲରେ କାମ କରିଛନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।