ଶ୍ରୀନଗରର-ଡାଲ-ହ୍ରଦରେ-ନୌକା-ଚାଳନ

Srinagar, Jammu and Kashmir

Nov 30, 2020

ଶ୍ରୀନଗରର ଡାଲ ହ୍ରଦରେ ନୌକା ଚାଳନ

ଡାଲ ହ୍ରଦ ଅର୍ଥନୀତି ପାଇଁ, ଗତବର୍ଷ ଧାରା ୩୭୦ ଉଚ୍ଛେଦଜନିତ ସଟଡାଉନ ପରେ ପର୍ଯ୍ୟଟନ ଋତୁରେ ହିଁ କୋଭିଡ-୧୯ ଲକଡାଉନ ଆସିଥିଲା। ଏହାଦ୍ୱାରା ଶିକାରବାଲା, ହାଉସବୋଟ ମାଲିକ ଏବଂ ଦୋକାନୀମାନେ ପ୍ରଭୂତ କ୍ଷତି ସହିବା ସହିତ କାମ ଧନ୍ଦା ହରାଇଛନ୍ତି

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Adil Rashid

ଆଦିଲ ରସିଦ୍ ହେଉଛନ୍ତି କାଶ୍ମୀରର ଶ୍ରୀନଗରରେ ରହୁଥିବା ଜଣେ ସ୍ୱାଧୀନ ସାମ୍ବାଦିକ । ସେ ପୂର୍ବରୁ ଦିଲ୍ଲୀରେ ‘ଆଉଟ୍‌ଲୁକ୍‌’ ପତ୍ରିକା ସହ କାମ କରିଛନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।