ଲୁଗାକଳରେ-କାମ-ଓ-ମେସ୍-ରହଣୀ

Surat, Gujarat

Nov 30, 2018

ଲୁଗାକଳରେ କାମ ଓ ମେସ୍ ରହଣୀ

ଓଡ଼ିଶାର ପ୍ରାୟ ୮ଲକ୍ଷ ଶ୍ରମିକ ସୁରଟର ଲୁଗାକଳଗୁଡ଼ିକରେ କଷ୍ଟକର ସିଫ୍ଟରେ କାମ କରିବା ପରେ ଅଧିକ ଲୋକ ଥିବା କୋଠରି, ବିଦ୍ୟୁତକାଟ, ଜଳାଭାବ, ଅପରିଷ୍କାର ପରିବେଶ ଓ ଶବ୍ଦ ମଧ୍ୟରେ ରୁହନ୍ତି । ଅସୁସ୍ଥତା ଏଠି ସାଧାରଣ କଥା । ଠିକ୍ ସେମିତି ଚାପ ଏବଂ ମଦର ନିଶା ।

Want to republish this article? Please write to [email protected] with a cc to [email protected]

Author

Reetika Revathy Subramanian

ଲେଖକ ପରିଚୟ: ରିତିକା ରେବତି ସୁବ୍ରମଣ୍ୟନ୍ ମୁମ୍ବାଇର ଜଣେ ସାମ୍ବାଦିକ ଏବଂ ଗବେଷିକା। ସେ ପଶ୍ଚିମ ଭାରତର ଅନୌପଚାରିକ କ୍ଷେତ୍ରରେ ଶ୍ରମିକ ସ୍ଥାନାନ୍ତରଣ ବିଷୟରେ କାମ କରୁଥିବା ଏକ ଏନଜିଓ ଆଜୀବିକା ବ୍ୟୁରୋ ସହ ଜଣେ ବରିଷ୍ଠ ଉପଦେଷ୍ଟା ଭାବରେ କାମ କରୁଛନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।