ଲକ୍‌ଡାଉନ-ନଷ୍ଟ-କରିଦେଇଛି-କାଳୁଦାସଙ୍କ-କବାଡ଼ି-କାମକୁ

South 24 Parganas, West Bengal

Dec 07, 2020

ଲକ୍‌ଡାଉନ ନଷ୍ଟ କରିଦେଇଛି କାଳୁଦାସଙ୍କ କବାଡ଼ି କାମକୁ

କେଇ ସପ୍ତାହ ପୂର୍ବେ, ନିଜ ଗାଁ’ରୁ କୋଲକାତାକୁ ପୁନଃ ଚକ୍ରଣ ପାଇଁ ଜିନିଷ ସଂଗ୍ରହ କରିବାକୁ ଯାଉଥିବା କାଳୁ ଦାସ ତାଙ୍କର ଯାତ୍ରା ଆରମ୍ଭ କରିଛନ୍ତି । କିନ୍ତୁ ବ୍ୟବସାୟ ଅନିର୍ଦ୍ଦିଷ୍ଟ, ଲାଭ କମ୍‌, ତାଙ୍କ ପତ୍ନୀ ତାଙ୍କର ଚାକିରୀ ହରାଇସାରିଛନ୍ତି ଏବଂ ପରିବାର ସଂଘର୍ଷ କରୁଛି

Want to republish this article? Please write to [email protected] with a cc to [email protected]

Author

Puja Bhattacharjee

ପୂଜା ଭଟ୍ଟାଚାର୍ଯ୍ୟ କୋଲକାତାର ଜଣେ ମୁକ୍ତବୃତ୍ତିର ସାମ୍ବାଦିକା। ସେ ରାଜନୀତି, ଜନ ନୀତି, ସ୍ୱାସ୍ଥ୍ୟ, ବିଜ୍ଞାନ, କଳା ଏବଂ ସଂସ୍କୃତି ପ୍ରସଙ୍ଗରେ ଖବର ସଂଗ୍ରହ କରିଥାନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।