ରାଜଧାନୀ-ନଗରୀରେ-ବଳଦଗାଡ଼ି-ବାହକ

New Delhi, Delhi

Apr 06, 2020

ରାଜଧାନୀ ନଗରୀରେ ବଳଦଗାଡ଼ି ବାହକ

ଉତ୍ତର-କେନ୍ଦ୍ରୀୟ ଦିଲ୍ଲୀର ମାଲଗୋଦାମ ଅଞ୍ଚଳରେ,ଦୀର୍ଘ ବର୍ଷ ହେଲା ବିଭିନ୍ନ ପରିବହନ ସଂସ୍ଥା ଲାଗି ମାଲପତ୍ର ବୋହି ଆସୁଥିବା କେତେକ ବଳଦଗାଡ଼ି ମାଲିକ, ଆଉ କେଉଁଠି ଟିକେ ଭଲ ରୋଜଗାର ଖୋଜୁଛନ୍ତି ତ ଅନ୍ୟମାନେ ଏହାକୁ ସେମାନଙ୍କର ପରମ୍ପରା ଓ ଏକମାତ୍ର କାର୍ଯ୍ୟପନ୍ଥା ବୋଲି କହନ୍ତି

Want to republish this article? Please write to [email protected] with a cc to [email protected]

Author

Sumit Kumar Jha

ସୁମିତ କୁମାର ହାଇଦ୍ରାବାଦ ବିଶ୍ଵବିଦ୍ୟାଳୟରେ ଯୋଗାଯୋଗରେ ସ୍ନାତକୋତ୍ତର ଡିଗ୍ରୀ ପାଇଁ ଅଧ୍ୟୟନରତ । ବିହାରର ସୀତାମଢ଼ି ଜିଲ୍ଲାରେ ତାଙ୍କ ଘର ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।