ରାଖାଲରୁ-ରସଗୋଲା-ପର୍ଯ୍ୟନ୍ତ-ଏକ-ତିକ୍ତମଧୁର-ରାସ୍ତାରେ-ଯାତ୍ରା

South West Garo Hills, Meghalaya

Sep 30, 2021

ରାଖାଲରୁ ରସଗୋଲା ପର୍ଯ୍ୟନ୍ତ ଏକ ତିକ୍ତମଧୁର ରାସ୍ତାରେ ଯାତ୍ରା

ନୋସୁମୁଦ୍ଦିନ ଶେଖଙ୍କ ପିଲାଦିନ ଆସାମରେ ନିଜ ଘରଠାରୁ ଦୂରରେ ଜଣେ ଗାଈ ଜଗୁଆଳ ଭାବେ ବିତିଥିଲା। ଏବେ ସେ ମେଘାଳୟରେ ରସଗୋଲା ଓ ଜିଲାପି ତିଆରି କରି ନିଜର ଏକ ଛୋଟ ବ୍ୟବସାୟ ଛିଡ଼ା କରିପାରିଛନ୍ତି। ଏଠାରେ, ସେ ନିଜ ଅତୀତର ଘଟଣାବହୁଳ ଜୀବନଯାତ୍ରା ବିଷୟରେ କହିଛନ୍ତି

Want to republish this article? Please write to [email protected] with a cc to [email protected]

Author

Anjuman Ara Begum

ଅଞ୍ଜୁମନ ଆରା ବେଗମ ଆସାମର ଗୌହାଟୀରେ ଅବସ୍ଥାପିତ ଜଣେ ମାନବାଧିକାର ଗବେଷକ ଓ ମୁକ୍ତବୃତ୍ତିର ସାମ୍ବାଦିକ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।