ମୋ-ଗାଁରେ-ମୁଁ-ସହଜରେ-ହସିପାରେ

Mumbai, Maharashtra

May 31, 2018

‘ମୋ ଗାଁରେ ମୁଁ ସହଜରେ ହସିପାରେ’

ୟୁପିର ଆମରୋହାରୁ ମୁମ୍ବାଇ ଆସିଥିବା ଐନୁଲ ଶେଖଙ୍କ କାହାଣୀ ସେହିଭଳି ଏକ ଆଶାବାଦୀ ମହିଳାଙ୍କର, ଜଣେ ଅଟଳ ବ୍ୟକ୍ତିତ୍ୱଙ୍କର। ସମ୍ମାନର ସହ ନିଜ ପିଲାଙ୍କୁ ବଢ଼ାଇବା ପାଇଁ ସେ ଦାରିଦ୍ର୍ୟ, ନିର୍ଯାତନା ଏବଂ ରାସ୍ତା କଡ଼ର ଜୀବନକୁ ସାମ୍ନା କରିଛନ୍ତି।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Sharmila Joshi

ଶର୍ମିଳା ଯୋଶୀ ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆର ପୂର୍ବତନ କାର୍ଯ୍ୟନିର୍ବାହୀ ସମ୍ପାଦିକା ଏବଂ ଜଣେ ଲେଖିକା ଓ ସାମୟିକ ଶିକ୍ଷୟିତ୍ରୀ

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।