ମେଘାଳୟରେ-ଦେଶର-ଶେଷ-ସୀମାରେ-ଚାଷ

South West Garo Hills, Meghalaya

May 11, 2021

ମେଘାଳୟରେ, ଦେଶର ଶେଷ ସୀମାରେ ଚାଷ

ଯେତେବେଳେ ଭାରତ-ବାଂଲାଦେଶ ସୀମାରେ ତାରବାଡ଼ ଲଗାଗଲା, ଅନାରୁଲ ଇସଲାମଙ୍କ ଜମି ନିଷିଦ୍ଧାଞ୍ଚଳ ଅଧୀନକୁ ଆସିଗଲା।ସେ ସେଠାରେ ଚାଷ କରିବା ଜାରି ରଖିଛନ୍ତି, କିନ୍ତୁ ପ୍ରତି ଥର ତାଙ୍କୁ କଡ଼ା ସୁରକ୍ଷା ଯାଞ୍ଚ ମଧ୍ୟ ଦେଇ ଯିବାକୁ ପଡ଼ୁଛି ଓ କଠୋର କଟକଣା ମଧ୍ୟରେ କାମ କରିବାକୁ ପଡ଼ୁଛି।

Want to republish this article? Please write to [email protected] with a cc to [email protected]

Author

Anjuman Ara Begum

ଅଞ୍ଜୁମନ ଆରା ବେଗମ ଆସାମର ଗୌହାଟୀରେ ଅବସ୍ଥାପିତ ଜଣେ ମାନବାଧିକାର ଗବେଷକ ଓ ମୁକ୍ତବୃତ୍ତିର ସାମ୍ବାଦିକ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।