ମାଟିର-ପଦଚିହ୍ନ-ଛତିଶଗଡ଼ର-କୁମ୍ଭାର-ଓ-ଲକ୍‌ଡାଉନ୍‌

Dhamtari, Chhattisgarh

Jul 30, 2020

ମାଟିର ପଦଚିହ୍ନ : ଛତିଶଗଡ଼ର କୁମ୍ଭାର ଓ ଲକ୍‌ଡାଉନ୍‌

ଧମତାରୀ ସହରରେ, କୁମ୍ଭାରମାନେ ଲକ୍‌ଡାଉନ୍‌ କାରଣରୁ ଗ୍ରୀଷ୍ମଋତୁର ସବୁଠାରୁ ଭଲ ବ୍ୟବସାୟ ସମୟକୁ ହରାଇଲେ। ଏହି ସମୟରେ ମାଠିଆ ତିଆରି କରିବା ଏବଂ ବିକ୍ରୀ କରିବା କଷ୍ଟକର ହୋଇ ଯାଇଥିଲା। ବର୍ତ୍ତମାନ ଛତିଶଗଡ଼ରେ ବଜାର ଖୋଲିଥିବା ସତ୍ତ୍ୱେ ସେମାନେ ଏକ ଅନିଶ୍ଚିତ ବର୍ଷକୁ ସାମ୍ନା କରୁଛନ୍ତି

Want to republish this article? Please write to [email protected] with a cc to [email protected]

Author

Purusottam Thakur

ପୁରୁଷୋତ୍ତମ ଠାକୁର ୨୦୧୫ ର ଜଣେ ପରି ଫେଲୋ । ସେ ଜଣେ ସାମ୍ବାଦିକ ଏବଂ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା । ସେ ବର୍ତ୍ତମାନ ଅଜିମ୍‌ ପ୍ରେମ୍‌ଜୀ ଫାଉଣ୍ଡେସନ ସହ କାମ କରୁଛନ୍ତି ଏବଂ ସାମାଜିକ ପରିବର୍ତ୍ତନ ପାଇଁ କାହାଣୀ ଲେଖୁଛନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।