ମହାରାଷ୍ଟ୍ର-କୃଷକଙ୍କ-ମହାଆନ୍ଦୋଳନ

Mumbai, Maharashtra

May 29, 2018

ମହାରାଷ୍ଟ୍ର କୃଷକଙ୍କ ମହାଆନ୍ଦୋଳନ

ମହାରାଷ୍ଟ୍ର ସରକାର ତାଙ୍କର କୃଷିଋଣ ଛାଡ଼କୁ ବ୍ୟାପକ କରିବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି ,ଜଙ୍ଗଲ ଅଧିକାର ଆଇନକୁ ନିରପେକ୍ଷ ଭାବେ ଲାଗୁ କରିବା ଓ ନଦୀ ସଂଯୋଗ ଓ ଡ୍ୟାମ ପ୍ରକଳ୍ପ କୃଷକଙ୍କୁ ବାସଚ୍ୟୁତ କରିବ ନାହିଁ ବୋଲି ସୁନିଶ୍ଚିତ କରିଛନ୍ତି।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Parth M.N.

ପାର୍ଥ ଏମ୍.ଏନ୍. ୨୦୧୭ର ଜଣେ PARI ଫେଲୋ ଏବଂ ବିଭିନ୍ନ ୱେବ୍ସାଇଟ୍ପାଇଁ ଖବର ଦେଉଥିବା ଜଣେ ସ୍ୱାଧୀନ ସାମ୍ବାଦିକ। ସେ କ୍ରିକେଟ୍ ଏବଂ ଭ୍ରମଣକୁ ଭଲ ପାଆନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।