ବେସାହାରାମାନଙ୍କର-ଦିଲ୍ଲୀ-ପର୍ଯ୍ୟନ୍ତ-ଦୀର୍ଘ-ପଦଯାତ୍ରା

Mumbai, Maharashtra

Jun 23, 2018

ବେସାହାରାମାନଙ୍କର ଦିଲ୍ଲୀ ପର୍ଯ୍ୟନ୍ତ ଦୀର୍ଘ ପଦଯାତ୍ରା

ଏକ ଗଣତାନ୍ତ୍ରିକ ବିକ୍ଷୋଭ ବିଷୟରେ କଳ୍ପନା କରନ୍ତୁ, ଯେଉଁଠାରେ ହଜାର ହଜାର ଚାଷୀ ମୂଲିଆ ତଥା ଅନ୍ୟମାନେ ରାଜଧାନୀ ଅଭିମୁଖେ ଯାତ୍ରା କରୁଥାନ୍ତି ଏବଂ ସେମାନଙ୍କର ଉଦ୍ଦେଶ୍ୟ ହେଉଛି ସଂସଦର ତିନି ସପ୍ତାହ ବିଶିଷ୍ଟ ବିଶେଷ ଅଧିବେଶନ ଆୟୋଜନ କରିବା, ଯେଉଁଥିରେ ଗ୍ରାମାଞ୍ଚଳର ଦ୍ରୁତ ଅବକ୍ଷୟ ବିଷୟରେ ଆଲୋଚନା କରାଯିବ

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

P. Sainath

ପି. ସାଇନାଥ, ପିପୁଲ୍ସ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର ପ୍ରତିଷ୍ଠାତା ସମ୍ପାଦକ । ସେ ବହୁ ଦଶନ୍ଧି ଧରି ଗ୍ରାମୀଣ ରିପୋର୍ଟର ଭାବେ କାର୍ଯ୍ୟ କରିଛନ୍ତି ଏବଂ ସେ ‘ଏଭ୍ରିବଡି ଲଭସ୍ ଏ ଗୁଡ୍ ଡ୍ରଟ୍’ ଏବଂ ‘ଦ ଲାଷ୍ଟ ହିରୋଜ୍: ଫୁଟ୍ ସୋଲଜର୍ସ ଅଫ୍ ଇଣ୍ଡିଆନ୍ ଫ୍ରିଡମ୍’ ପୁସ୍ତକର ଲେଖକ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।