ବିଲକିସ୍‌-ବାନୋ-ଉପାଖ୍ୟାନ-ନ୍ୟାୟର-ନିର୍ବାସନ

Gandhinagar, Gujarat

Aug 25, 2022

ବିଲକିସ୍‌ ବାନୋ ଉପାଖ୍ୟାନ: ନ୍ୟାୟର ନିର୍ବାସନ

ଏହି କବିତାର କେନ୍ଦ୍ରରେ ରହିଛି ୨୦୦୨ରେ ଗୁଜରାଟରେ ହୋଇଥିବା ଦଙ୍ଗା କାଳରେ ଜଘନ୍ୟ ହିଂସାର ଶିକାର ହୋଇଥିବା ଓ ନ୍ୟାୟ ପାଇଁ ଏକାକୀ କଷ୍ଟକର ସଂଘର୍ଷ କରିଥିବା ଜଣେ ନାରୀର କଥା, ଯାହାକୁ ଆକ୍ରମଣ କରିଥିବା ସମସ୍ତ ୧୧ ଜଣ ଅପରାଧୀଙ୍କୁ ନିକଟରେ ଜେଲରୁ ମୁକ୍ତ କରାଯାଇଛି

Want to republish this article? Please write to [email protected] with a cc to [email protected]

Poem

Hemang Ashwinkumar

ହେମଙ୍ଗ ଅଶ୍ଵିନକୁମାର ହେଉଛନ୍ତି ଜଣେ କବି, ଲେଖକ, ଅନୁବାଦକ, ସମ୍ପାଦକ ଓ ସମୀକ୍ଷକ। ସେ ଗୁଜରାଟୀ ଓ ଇଂରାଜୀ ଭାଷାରେ ଲେଖାଲେଖି କରନ୍ତି। ତାଙ୍କର ଇଂରାଜୀ ଅନୁବାଦରେ ରହିଛି ‘ପୋଏଟିକ୍‌ ରିଫ୍ରାକସନ୍‌’ (୨୦୧୨), ‘ଥର୍ଷ୍ଟି ଫିସ ଏଣ୍ଡ ଅଦର ଷ୍ଟୋରିଜ’ (୨୦୧୩) ଓ ଗୁଜରାଟୀ ଭାଷାରେ ଲିଖିତ ଉପନ୍ୟାସ ‘ଭଲଚରସ’ (୨୦୨୨)। ସେ ମଧ୍ୟ ଅରୁଣ କୋଲାଟକରଙ୍କ ‘କାଲାଘୋଡା ପୋଏମସ’ (୨୦୨୦), ‘ସର୍ପ ସତ୍ର’ (୨୦୨୧) ଓ ‘ଜେଉରି’ (୨୦୨୧) ଆଦି ପୁସ୍ତକକୁ ଗୁଜରାଟୀ ଭାଷାରେ ଅନୁବାଦ କରିଛନ୍ତି।

Illustration

Labani Jangi

ଲାବଣୀ ଜାଙ୍ଗୀ ୨୦୨୦ର ଜଣେ ପରୀ ଫେଲୋ ଏବଂ ପଶ୍ଚିମବଙ୍ଗ ନଦିଆରେ ରହୁଥିବା ଜଣେ ସ୍ୱ-ପ୍ରଶିକ୍ଷିତ ଚିତ୍ରକର। ସେ କୋଲକାତାସ୍ଥିତ ସେଣ୍ଟର ଫର ଷ୍ଟଡିଜ୍‌ ଇନ୍‌ ସୋସିଆଲ ସାଇନ୍ସେସ୍‌ରେ ଶ୍ରମିକ ପ୍ରବାସ ଉପରେ ପିଏଚଡି କରୁଛନ୍ତି।

Editor

Pratishtha Pandya

ପ୍ରତିଷ୍ଠା ପାଣ୍ଡ୍ୟା ପରୀରେ କାର୍ଯ୍ୟରତ ଜଣେ ବରିଷ୍ଠ ସମ୍ପାଦିକା ଯେଉଁଠି ସେ ପରୀର ସୃଜନଶୀଳ ଲେଖା ବିଭାଗର ନେତୃତ୍ୱ ନେଇଥାନ୍ତି। ସେ ମଧ୍ୟ ପରୀ ଭାଷା ଦଳର ଜଣେ ସଦସ୍ୟ ଏବଂ ଗୁଜରାଟୀ ଭାଷାରେ କାହାଣୀ ଅନୁବାଦ କରିଥାନ୍ତି ଓ ଲେଖିଥାନ୍ତି। ସେ ଜଣେ କବି ଏବଂ ଗୁଜରାଟୀ ଓ ଇଂରାଜୀ ଭାଷାରେ ତାଙ୍କର କବିତା ପ୍ରକାଶ ପାଇଛି।

Translator

Kapilas Bhuyan

କପିଳାସ ଭୂୟାଁ ହେଉଛନ୍ତି ଜଣେ ବରିଷ୍ଠ ସାମ୍ବାଦିକ, ଲେଖକ ଓ ୨୦୦୬ରେ ଜାତୀୟ ଚଳଚିତ୍ର ପୁରସ୍କାର ରଜତ କମଳ ପ୍ରାପ୍ତ ନିର୍ଦ୍ଦେଶକ। ଏହା ବ୍ୟତୀତ ସେ ୨୦୦୪ରେ ଫେଷ୍ଟିଭାଲ ଡୁ ସିନେମା ଡେ ପ୍ୟାରିସଠାରେ ଶ୍ରେଷ୍ଠ କ୍ଷୁଦ୍ର ଚଳଚିତ୍ର ପୁରସ୍କାର ଓ ନ୍ୟୁୟର୍କ ସର୍ଟ ଫିଲ୍ମ ଫେଷ୍ଟିଭାଲରେ ଜୁରୀଙ୍କ ସ୍ୱତନ୍ତ୍ର ଉଲ୍ଲେଖ ପାଇଛନ୍ତି।