ବିରାମ-ବିହୀନ-୧୦୪-କିଲୋମିଟରର-ପଦଯାତ୍ରା

Palghar, Maharashtra

May 29, 2020

ବିରାମ ବିହୀନ ୧୦୪ କିଲୋମିଟରର ପଦଯାତ୍ରା

ଥାଣେ ଓ ପାଳଘରର ଇଟାଭାଟି ଶ୍ରମିକମାନେ, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଆଦିବାସୀ କୃଷି ଶ୍ରମିକ, କୋଭିଡ୍‌- ୧୯ ତାଲାବନ୍ଦ ଯୋଗୁଁ ନିଜ ଘରକୁ ଫେରିବାକୁ ବାଧ୍ୟ ହେଉଥିବା ବେଳେ ମୌସୁମୀ ଆସିବା ପର୍ଯ୍ୟନ୍ତ ସେମାନଙ୍କ ପାଖରେ ଉପାର୍ଜନର ଅନ୍ୟ କୌଣସି ପନ୍ଥା ପ୍ରାୟତଃ ନାହିଁ

Author

Jyoti

Want to republish this article? Please write to [email protected] with a cc to [email protected]

Author

Jyoti

ଜ୍ୟୋତି ପିପୁଲ୍‌ସ ଆର୍କାଇଭ ଅଫ୍‌ ରୁରାଲ ଇଣ୍ଡିଆର ଜଣେ ବରିଷ୍ଠ ସାମ୍ବାଦିକ ଏବଂ ପୂର୍ବରୁ ସେ ‘ମି ମରାଠୀ’ ଏବଂ ‘ମହାରାଷ୍ଟ୍ର1’ ଭଳି ନ୍ୟୁଜ୍‌ ଚ୍ୟାନେଲରେ କାମ କରିଛନ୍ତି ।