ବିମୁଦ୍ରିକରଣକୁ-ଫୁ

Anantapur district, Andhra Pradesh

Jan 14, 2022

ବିମୁଦ୍ରିକରଣକୁ ଫୁ’

ଯେହେତୁ ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲ୍ଲା ତାଡିମାରି ଗାଁରେ ଥିବା ସାର ଦୋକାନ ପୁରୁଣା ନୋଟ୍‌ ଗ୍ରହଣ କରେ, ମରୁଡ଼ି ପ୍ରଭାବିତ ଚିନାବାଦାମ ଚାଷୀମାନେ ବି ସେଠାରେ ନିଜର ବକେୟା ସୁଝିବାକୁ ଧାଡ଼ିରେ ଲାଗିଛନ୍ତି – ଯେତେବେଳେ କି ବେରୋଜଗାର କୃଷି ଶ୍ରମିକମାନଙ୍କୁ ଲାଗୁଛି ଯେ ନିଜର କେତେକ ପୁରୁଣା ନୋଟ୍‌କୁ ବଦଳାଇବାର ସବୁଠାରୁ ସହଜ ଉପାୟ ହେଲା ସ୍ଥାନୀୟ ମଦ ଦୋକାନରୁ ମଦ କିଣିବା

Author

Rahul M.

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Rahul M.

ରାହୁଲ ଏମ, ଆନ୍ଧ୍ର ପ୍ରଦେଶ ଅନନ୍ତପୁରର ଜଣେ ନିରପେକ୍ଷ ସାମ୍ବାଦିକ ଏବଂ ଜଣେ ୨୦୧୭ ପରୀ ଫେଲୋ ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।