ବିଦର୍ଭର-ଗୋ-ପାଳକମାନେ-ମହାମାରୀର-ମୂଲ୍ୟ-ଦେଉଛନ୍ତି

Wardha, Maharashtra

Jun 09, 2020

ବିଦର୍ଭର ଗୋ-ପାଳକମାନେ ମହାମାରୀର ମୂଲ୍ୟ ଦେଉଛନ୍ତି

ପୂର୍ବ ମହାରାଷ୍ଟ୍ରର ନନ୍ଦା ଗାଓଲିସ୍ ଏବଂ ଅନ୍ୟାନ୍ୟ ଦୁଗ୍ଧ ଚାଷୀମାନେ ଦୁଗ୍ଧର ଚାହିଦା ହ୍ରାସ ଏବଂ ଯୋଗାଣ ଶୃଙ୍ଖଳା ଭାଙ୍ଗିବା ଜନିତ କ୍ଷତିର ସମ୍ମୁଖୀନ ହେଉଛନ୍ତି, ଏହା ଛଡା ପଶୁ ସ୍ୱାସ୍ଥ୍ୟ ସମସ୍ୟା ଏବଂ ଚାରା ଅଭାବ ସହିତ ମଧ୍ୟ ମୁକାବିଲା କରୁଛନ୍ତି

Want to republish this article? Please write to [email protected] with a cc to [email protected]

Author

Jaideep Hardikar

ଜୟଦୀପ ହାର୍ଦିକର୍‌ ନାଗପୁରର ଜଣେ ସାମ୍ବାଦିକ ଏବଂ ଲେଖକ, ଏବଂ PARIର ଜଣେ କୋର୍‌ ଟିମ୍‌ ସଦସ୍ୟ

Author

Chetana Borkar

ଚେତାନା ବୋର୍କାର ଜଣେ ମୁକ୍ତ ବୃତ୍ତ ସାମ୍ବାଦିକ ତଥା ନାଗପୁରର ସେଣ୍ଟର ଫର ପିପୁଲ୍ସ କଲେକ୍ଟିଭରେ ଜଣେ ଫେଲୋ ଭାବରେ କାର୍ଯ୍ୟରତ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।