ବାସହୀନ-ଭୋକିଲା-ଏବଂ-କାମ-ଆଶାରେ-ଥିବା-ଲୋକେ

Krishna, Andhra Pradesh

May 31, 2018

ବାସହୀନ, ଭୋକିଲା ଏବଂ କାମ ଆଶାରେ ଥିବା ଲୋକେ

ବିଜୟୱାଡ଼ାର ଶ୍ରମିକ ସମୂହରେ- ସେହି ବଜାର ଯେଉଁଠାରେ ନିଯୁକ୍ତିଦାତାମାନେ ଶ୍ରମିକଙ୍କ କିଣାବିକା କରନ୍ତି-ପ୍ରତିଦିନ ସକାଳେ ପ୍ରବାସୀ ଶ୍ରମିକମାନେ ଏଠାରେ କଠିନ ଦିନ ମଜୁରି ପାଇଁ ଅପେକ୍ଷା କରନ୍ତି। ମରୁଡି, ଋଣ ଯୋଗୁଁ ଅତିଷ୍ଠ ହୋଇ ଏମାନେ ନିଜ ଗାଁ ଗୁଡିକରୁ ଏଠାକୁ ଚାଲି ଆସିଥାନ୍ତି।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Rahul Maganti

ଆନ୍ଧ୍ର ପ୍ରଦେଶର ବିଜୟୱାଡ଼ାରେ ରହୁଥିବା ରାହୁଲ ମାଗାନ୍ତି ଜଣେ ସ୍ୱାବଲମ୍ବୀ ସାମ୍ବାଦିକ ଏବଂ 2017ର PARI ଫେଲୋ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।